ଚାରି ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ
କନ୍ଧମାଳ---- କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ରେ ଆସିଲା ପୁଣି ଏକ ଲଜ୍ୟା ଜନକ ଅଭିଯୋଗ । ଚାରି ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗ । ଆଣିଲେ ପିଡ଼ିତାଙ୍କ ପରିବାର ଲୋକେ । ବାଲିଗୁଡା ଥାନାରେ ଏତଲା ଦେବା ପରେ ଏକ କେସରୁଜ କରି ଦୁଷ୍କର୍ମ କାରିଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ପ୍ରୟାସ ଜାରି ରହିଛି । ବାଲିଗୁଡା ଥାନା ଅଧିକାରୀ ଙ୍କ ନେତୃତ୍ୱରେ ତଦନ୍ତ ଆରମ୍ଭ ହୋଇଛି ।
କନ୍ଧମାଳରୁ ମନୋଜ କୁମାର ପଣ୍ଡା