>>
  • ଖୋର୍ଦ୍ଧା ରୋଡ୍ ମଣ୍ଡଳ ପକ୍ଷରୁ ବ୍ୟାପକ ଟିକେଟ ଯାଞ୍ଚ
  • >>
  • ରାସ୍ତା ବିବାଦକୁ ନେଇ ସାମ୍ବାଦିକଙ୍କୁ ଆକ୍ରମଣ , ଜଗନ୍ନାଥ ମନ୍ଦିର ପ୍ରଶାସନର ଖାମଖିଆଲ ନୀତି ପାଇଁ ଜମି ଦଲାଲ ଙ୍କ ମନମାନି
  • >>
  • ଦୁର୍ନୀତିର ଗନ୍ତାଘର ଜଟଣୀ ଉପନିବନ୍ଧକ କାର୍ଯ୍ୟାଳୟ ; ଷ୍ଟାମ୍ପ ପେପର୍ ଓ ଷ୍ଟାମ୍ପ ଟିକଟ ବିକ୍ରୀରେ ଚାଲିଛି ଦଲାଲଗିରି
  • >>
  • ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଶିକ୍ଷକ ଅମରେନ୍ଦ୍ର ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି
  • >>
  • ସମ୍ଭାବନା ପରିବାର ପକ୍ଷରୁ ଚୁଡ଼ାଘଷା ଦିବସ ପାଳିତ
  • >>
  • ସତ୍ୟବାଦୀ ରେ ଚନ୍ଦନ ଯାତ୍ରା ଉତ୍ସବ ଉଦଯାପିତ ; ଠାକୁରଙ୍କ ନୀତି କାନ୍ତି ଠିକ ସମୟରେ ହେଉନାହିଁ, ଭକ୍ତଙ୍କୁ ବ୍ୟବହାର ଠିକ୍ କରାଯାଉନାହିଁ
  • >>
  • ରାସ୍ତା ମଝିରେ ଟ୍ରାନ୍ସଫର୍ମର ; ମରଣକୁ ନିମନ୍ତ୍ରଣ, ମୁଣ୍ଡ ଉପରେ ଝୁଲୁଛି ବିଦ୍ୟୁତ ତାର
  • >>
  • ସାକ୍ଷୀଗୋପିନାଥ ଦେବଙ୍କ ବାହାର ଚନ୍ଦନଯାତ୍ରା ଶେଷ; କାଲି ହେବ କିଚକ ବଧ
  • >>
  • ସତ୍ୟବାଦୀ ରେ ବିଜେପିର ମିଡିଆ ସେଲ ଦାୟିତ୍ବରେ ପ୍ରଭାତ ଓ ଅମର
  • >>
  • ସତ୍ୟବାଦୀ ରେ ଆର୍ଟ ଅଫ ଗିଭିଂ ପାଳିତ
  • >>
  • ଡେଲାଙ୍ଗ କୋଠବାଡ ପଞ୍ଚାୟତ କାର୍ଯ୍ୟାଳୟରେ କୃଷକଙ୍କ ସମସ୍ୟା ଦୂର ପାଇଁ ସମୀକ୍ଷା
  • >>
  • ଡେଲାଙ୍ଗ ଜଳ ସମ୍ପଦ ବିଭାଗ କାର୍ଯ୍ୟାଳୟ ପରିସରରେ ଥିବା ଲକ୍ଷ୍ମୀ ନାରାୟଣ ମନ୍ଦିରର ୫୦ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ
  • >>
  • ଭଞ୍ଜନଗର ରେ ସାମୁହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଅନୁଷ୍ଠିତ
  • >>
  • ଭଂଜନଗର ରେ ଦ୍ବାଦଶ ତମ ଆର୍ଟ ଅଫ ଗିଭିଂ ଡେ ପାଳିତ
  • >>
  • ଗ୍ରାମ ରେ ଅଲୌକିକ ଘଟଣା ,ମାଟି ତଳେ ଶିବଲିଙ୍ଗ , ଉଦ୍ଧାର କଲେ ଗ୍ରାମବାସୀ
  • ଯାତ୍ରୀ ବେଶରେ ଗଞ୍ଜେଇ ଚାଲାଣ ଅବକାରୀ ବିଭାଗର ଚଢ଼ାଉ ୨୬ କିଲୋ ଗଞ୍ଜେଇ ଜବତ , ୨ମହିଳା ଗିରଫ



    ଭଞ୍ଜନଗର - ଯାତ୍ରୀ ଭାବରେ  ଗଞ୍ଜେଇ ଧରି ବସ୍ ରେ  ଯିବାପାଇଁ ଖାରିଗୁଡା ଦୁଗାପ୍ରସାଦ ଠାରେ ଅପେକ୍ଷା କରିଥିଲେ । ଦୁର୍ଗାପ୍ରସାଦ ଠାରେ ଭଞ୍ଜନଗର ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା । ଘଟଣା ସ୍ଥଳରୁ ୨ ମହିଳାଙ୍କ ଠାରୁ ୨୬ କିଲୋ ଗଞ୍ଜେଇ ଜବତ ହୋଇଛି । ଏହାସହ ୨ ମହିଳା ଅଭିଯୁକ୍ତ ଙ୍କୁ ଗିରଫ କରିଛି ଭଞ୍ଜନଗର ଅବକାରୀ ବିଭାଗ । ଗିରଫ ଅଭିଯୁକ୍ତ ମହିଳା ମାନେ ହେଲେ କନ୍ଧମାଳ ଜିଲ୍ଲାର ରିଗିମା ଦିଗାଲ  ଏବଂ ନିର୍ମାଲ୍ୟ ଦିଗାଲ । ଗିରିମା ଙ୍କ ଠାରୁ ୧୨ କିଲୋ ଗଞ୍ଜେଇ ଜବତ କରାଯାଇଥିବା ବେଳେ ନିର୍ମାଲ୍ୟ ଦିଗାଲଙ୍କ ଠାରୁ ୧୪ କିଲୋ ଗଞ୍ଜେଇ ଜବତ କରାଯାଇଥିବା  ,ଅବକାରୀ ଥାନା ଅଧିକାରୀ ଅଂଶୁମାନ ଜେନା ସୁଚନା ଦେଇଛନ୍ତି  । କନ୍ଧମାଳ ରୁ ବସ୍ତାରେ ଗଞ୍ଜେଇ ଧରି ଭଞ୍ଜନଗର ଅଭିମୁଖେ ଯିବାପାଇଁ ଦୁଗାପ୍ରସାଦ ଓ ଖାରିଗୁଡା ନିକଟରେ ବସ୍ କୁ ଅପେକ୍ଷା କରିଥିଲାେ ରିଗିମା ଦିଗାଲ ଓ ନିର୍ମାଲ୍ୟ ଦିଗାଲ। ଏ ସଂକ୍ରାନ୍ତରେ ଖବର ପାଇ ଅବକାରୀ ବିଭାଗ ର ଆଇଆଇସି - ଅଂଶୁମାନ ଜେନା , ଏସଆଇ - ଅଲିଭା ମାଝି , ଏଏସଆଇ - ନିରଞ୍ଜନ ବେହେରା ,କୁମୁଦଚନ୍ଦ୍ର ନାୟକ ସନାତନ ନାହାକ , ସ୍ବାଧିନ ସାହୁ , ସୁବଳ ପ୍ରଧାନ , ଜଗନ୍ନାଥ ମହାପାତ୍ର , ଭୃବନୀ ବେହେରା , କୃଷ୍ଣଚନ୍ଦ୍ର ସେଠୀ,ମଧୁସୂଦନ ଜାନୀ ସମେତଛତ୍ରପୁରୁ ଭ୍ରମ୍ୟାମାଣ କର୍ମଚାରୀମାନେ  ଚଢ଼ାଉ ରେ ସାମିଲ ହୋଇଥିଲେ । ଏନେଇ ଭଞ୍ଜନଗର ଅବକାରୀ  ଥାନା କେସଂନଂ ୬୦/୨୩-୨୪ ରେ ଦୁଇଟି ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଶ୍ରୀ ଜେନା ସୁଚନା ଦେଇଛନ୍ତି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୪/୧୧/୨୦୨୩---୭,୩୫ Sakhigopal News,24/11/2023

    Blog Archive

    Popular Posts