Breaking News

କ୍ଲଷ୍ଟର ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ


ବରଗଡ଼ ---ବୈଇପୁର ସରକାରୀ ପ୍ରାଥମିକ ଵିଧ୍ୟାଳୟ ରେ 
ମାନପୁର ପଞ୍ଚାୟତ କ୍ଲଷ୍ଟର ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ମାନପୁର କଷ୍ଟର ର ସି, ଆର, ସି, ସି,  ଝସକେତନ ବରିହା ଯୋଗ ଦେଇଥିଲେ । ସମ୍ମାନିତ ଅଥିତି ଭାବରେ ମୋ ସ୍କୁଲ ଅଭିଯାନ ର ଅଧ୍ୟକ୍ଷ ନିର୍ମାଲ୍ୟ ଲହରିଆ ଓ ବିଦ୍ୟାଳୟ ର ପରିଚାଳନା କମିଟି ର ସଭାପତି ଟଙ୍କଧର ମହାଳିଙ୍ଗ, ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ  ରସାନନ୍ଦ ଧଳ, ସହକାରୀ ଶିକ୍ଷୟିତ୍ରୀ ପଙ୍କଜିନୀ ମୁଦୁଲି, ଓ ପରିଚାଳନା କମିଟି ର ସଦସ୍ୟ, ସଦସ୍ୟା ସମେତ ସମସ୍ତ ଅଭିଭାବକ ମାନେ ଯୋଗ ଦେଇଥିଲେ। ବରଗଡ଼ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୮/୧୧/୨୦୨୩---୨୦୨୩----୧୨,୧୦ Sakhigopal News,18/11/2023

Blog Archive

Popular Posts