Breaking News

ବିଦ୍ୟତୁ ଚାଳିତ ବାଇକି ସୋରୁମ ଉଦଘାଟିତ



ନୟାଗଡ----   ନୟାଗଡ ଜିଲ୍ଲାର ଖଣ୍ଡପଡ଼ା ନିକଟସ୍ଥ ବାହାଡ଼ା ରାସ୍ତାର ଭାରତୀୟ ପ୍ରେଟ୍ରୋଲ ପମ୍ପ ନିକଟସ୍ଥ କୋମାକି କମ୍ପାନୀର ବିଦ୍ୟତୁ ଚାଳିତ ଏକ ବାଇକି ସୋରୁମ ଉଦଘାଟନ ହୋଇଯାଇଛି ।  ପବିତ୍ର ଦୀପାବଳି ଅବସରରେ ଅନୁଷ୍ଠିତ ଖଣ୍ଡପଡ଼ା ବ୍ଲକ ଉପାଧ୍ୟକ୍ଷ ଶିଶିର କୁମାର ସାହୁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଏହି ବାଇକି ସୋରୁମ ଟିକୁ ଉଦଘାଟନ କରିଥିଲେ।ନୂତନ କରି ଉଦଘାଟନ ହୋଇଥିବା ବିଦ୍ୟତୁ ବାଇକି ସୋରୁମ ଟି ଖଣ୍ଡପଡ଼ା ଅଞ୍ଚଳରେ ପ୍ରଥମ।ବାଇକି ସୋ ରୁମୁର ମୁଖ୍ୟ ପରିଚାଳକ ଚିତରଞ୍ଜନ ମିଶ୍ର ଏ ସମ୍ପର୍କରେ କୁହନ୍ତି ପରିବେଶ ପ୍ରଦୂଷଣ କୁ ରୋକିବା ନିମନ୍ତେ ବିଦ୍ୟତୁ ଚାଳିତ ବାଇକି ଗୁଡିକ ବେଶ ସହାୟକ ହେବ।ଗ୍ରାହକଙ୍କ ଚାହିଦା କୁ ଦୃଷ୍ଟିରେ ରଖି ବିଭିନ୍ନ କିସମର ସ୍କୁଟି ଓ ଅତ୍ୟାଧୁନିକବାଈକି ଏହି ନୂତନ ସୋ ରୁମୁରେ ଉପଲବ୍ଧ ହୋଇଛି।ବାଇକି କ୍ରୟ ପାଇଁ ଆଗ୍ରହୀ ବ୍ୟକ୍ତି ମାନେ ସହଜ ଓ ସରଳ ଭାବରେ ଫାଇନାନ୍ସ ସୁବିଧାରେ ନେଇ ପାରିବେ।ଉଦଘାଟନ ଉତ୍ସବରେ ଆଖ ପାଖ ଅଞ୍ଚଳରୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।



ନୟାଗଡରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୧୪/୧୧/୨୦୨୩---୬,୨୦ Sakhigopal News 14/11/2023

Blog Archive

Popular Posts