ଡେଲାଙ୍ଗ ରୁ ଜଣେ ମହିଳା ନିଖୋଜ
ଡେଲାଙ୍ଗ --- ଡେଲାଙ୍ଗ ବ୍ଲକ୍ କୋଠବାଡ଼ ପଞ୍ଚାୟତ ଅଧିନ ଗୁଆଚଉକା ଗ୍ରାମର ସମସାଦ ବେଗମ୍ (୩୬) ଜଣେ ମାନସିକ ରୋଗୀ l ସେ ଗତ ୫ଦିନ ହେବ ଘରୁ କେଉଁ ଆଡେ ଚାଲି ଯାଇଛନ୍ତି l ତାଙ୍କ ପରିବାର ଲୋକେ ତାଙ୍କୁ ବହୁତ୍ ଖୋଜାଖୋଜି କଲେ ମଧ୍ୟ ପାଉନାହାନ୍ତି l ଯଦି କେହି ସହୃଦୟ ବ୍ୟକ୍ତି ତାଙ୍କ ସନ୍ଧାନ ପାଆନ୍ତି ତେବେ ଏହି ନମ୍ୱର୍ ରେ ଯୋଗାଯୋଗ କରିବାକୁ ଅନୁରୋଧ l ନଚେତ ପାଖ ଥାନା ରେ ଜଣାଇବା ପାଇଁ ନିବେଦନ ପରିବାର ପକ୍ଷରୁ କରାଯାଇଛି। ( 7750891785 , 9583338891) ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୦/୯/୨୦୨୩---୯,୫୫ Sakhigopal News,10/9/2023