Breaking News

ଝରାପାଲି ମାର୍କେଟ ଦୁର୍ଗା ପୂଜା କମିଟି ପକ୍ଷରୁ ରାବଣ ବରଣ


ବରଗଡ଼ --- ବରଗଡ ଜିଲ୍ଲା ଭେଡେନ ବ୍ଲକ ଝରାପାଲି ମାର୍କେଟ ସାର୍ବଜନିନ ଦୁର୍ଗା ପୂଜା କମିଟି ପକ୍ଷରୁ ୨୦୨୩ ର ରାବଣ ବରଣ କରାଯାଇଛି । ରାବଣ ଭୂମିକାରେ ଅଭିନୟ କରିବେ ଅତାବିରା ବ୍ଲକ ସୋରନା ଗ୍ରାମ ର ଶୁଶିଲ କୁମାର ନାୟକ। ତାଙ୍କୁ ନଡିଆ, ଅଙ୍ଗବସ୍ତ୍ର ଦେଇ ରାବଣ ବରଣ କରାଯାଇଛି । ଏହି ସମୟରେ ଦୁର୍ଗା ପୂଜା କମିଟି ର ସଭାପତି ହରି ପ୍ରଧାନ ଓ କମିଟି ର ରଶ୍ମିରଞ୍ଜନ ପାଢ଼ୀ, ସନ୍ତୋଷ କୁମାର ଅଗ୍ରୱାଲ ଓ ଅନ୍ୟାନ୍ୟ ସଭ୍ୟ ମାନେ ଉପସ୍ଥିତ ଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀଙ୍କ ରିପୋର୍ଟ ,୨୮/୯/୨୦୨୩---୮,୩୫ Sakhigopal News,28/9/2023

Blog Archive

Popular Posts