ଓଡ଼ଗାଁ ବିଡ଼ିଓ ଙ୍କ ବଦଳି ପରେ ତହସିଲଦାରଙ୍କ ବଦଳି
ଓଡ଼ଗାଁ:- ରାଜ୍ୟ ସରକାରଙ୍କ ଦ୍ୱାରା ଆଗାମୀ ସାଧାରଣ ନିର୍ବାଚନ ପାଇଁ ଓଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜ୍ୟର ବିଭିନ୍ନ ବିଡିଓ ଓ ତହସିଲଦାର ଙ୍କ ବଦଳି ବିଭିନ୍ନ ସ୍ଥାନକୁ ହୋଇଛି। ଏହି କ୍ରମରେ ଓଡ଼ଗାଁ ତହସିଲଦାର ଅନୀଲ୍ କୁମାର ଆଚାର୍ଯ୍ୟ ଙ୍କୁ ରେଙ୍ଗାଲି କୁ ବଦଳି କରାଯାଇଥିବା ବେଳେ କଟକ ତହସିଲଦାର ମାନସ ରଞ୍ଜନ ଭୋଇଙ୍କୁ ଓଡ଼ଗାଁ ତହସିଲଦାର ଭାବେ ନିଯୁକ୍ତି ଦିଆଯାଇଥିବା ନେଇ ସୂଚନା ମିଳିଛି।
ଓଡ଼ଗାଁରୁ ଦିଲ୍ଲୀପ୍ କୁମାର ବିଶୋଇଙ୍କ ରିପୋର୍ଟ,୧୩/୯/୨୦୨୩----୯,୨୫ Sakhigopal News,13/9/2023