ନିଜ ଅଜାଣତ ରେ ଆଜି ନିଜେ ଫସିଗଲା ଚୋର, ଯୋଉଠୁ ଚୋରି ହୋଇଥିଲା ସୁନା, ଆଜି ପୁଣି ସେଠାକୁ ବିକ୍ରି କରିବାକୁ ଆସିଲେ ଗ୍ରାହକ | ହଁ ଆଜ୍ଞା ଗତ ଦୁଇଦିନ ତଳେ ସ୍କାଈଲାଇଟ୍ ଭାଙ୍ଗି ସୁନା ଅଳଙ୍କାର ଦୋକାନ ରୁ ହୋଇଥିଲା ଚୋରୀ। ଘଟଣା ଘଟିଛି ବାଙ୍କୀ ଥାନା ଅନ୍ତର୍ଗତ କିଆପଲ୍ଲା ଗ୍ରାମ ପଞ୍ଚାୟତର ତାରିଣୀ ଛକ ରେ ଥିବା ମା ଜୁଏଲାରୀ ଦୋକାନରେ ଗତ ଦୁଇଦିନ ତଳେ ରାତ୍ର ସମୟ ରେ ଗହଣା ଦୋକାନ ରୁ ଚୋରୀ ହୋଈଥିଲା ସ୍କାଈଲାଇଟ୍ ଭାଙ୍ଗି। ମାଲିକ୍ ସକାଳୁ ଆସୀ ଦେଖିବା ସହ ପଡୋଶୀ ଦୋକାନ ମାନଙ୍କୁ ଦେଖେଇ ଥିଲେ ଏବଂ ବିଗତ କଛି ବର୍ଷ ଧରି ତାରିଣୀ ଛକ ରୁ ଅନେକ ଦୋକାନ ରୁ ସ୍କାଈ ଲାଇଟ୍ ଭାଙ୍ଗି ଚୋରୀ ହୋଇଥିଲା ଥାନା ରେ ଅଭିଯୋଗ ହୋଇଥିଲା କିନ୍ତୁ ଚୋର ଧରିବା ରେ ପୋଲିସ୍ ବିଫଳ ହେବା ପରେ ଦୋକାନୀ ମାନେ କର୍ମ୍ ଆଦରି ନୀରବି ଯାଆନ୍ତି। ବେଳେ ବେଳେ ପୋଲିସ୍ ମଧ୍ୟ ତଦନ୍ତ ପାଇଁ ଟଙ୍କା ଦାବି କରୁଥିବା ଅଭିଯୋଗ କରନ୍ତି ବୋଲି ଦୋକାନୀ ମାନେ କୁହନ୍ତି। ଯାହା ଫଳ ରେ ଦିନ କୁ ଦିନ ଚୋରୀ ବୁଦ୍ଧି ପାଇବାରେ ଲାଗିଥିଲା। ଆଜି କିନ୍ତୁ ସୁନା ଦୋକାନୀ ପାଖକୁ କୁମୁସର୍ ଜଣେ ଆଦିବାସୀ ଯୁବକ ସୁନା ମୁଦି ଟିଏ ଆଣି ସୁନା ଦୋକାନୀ କୁ ଅନୁଧ୍ୟାନ କରି ଓର୍ଜିନାଲ ନା ଡୁପୁଲିକେଟ୍ ବୋଲି କହିବା ବେଳେ ସୁନା ଦୋକାନୀ ମୁଦି ଟିକୁ ତାଙ୍କର ବୋଲି ଚିହ୍ନି ପାରିଥିଲେ। ତପରେ ଦୋକାନୀ ଜଣକ ପଚାରା ଉଚରା କରି ଜାଣିବାକୁ ପାଇଥିଲେ ସଞ୍ଜୟ ନାମକ ବ୍ୟକ୍ତି ମୁଦି ଟିକୁ ବିକିବାକୁ ଦେଇଥିଲେ। ତାପରେ ପାଖ ପଡୋଶୀ ଦୋକାନୀ ମାନେ ଆସି ସଞ୍ଜୟ କୁ ପଚରା ଉଚରା କରିବା ପରେ କୁମୁସର ଆଦିବାସୀ ସାହିର ତପନ ନାମକ ବାକ୍ତି ଦେଇଥିବା କଥା କହିଥିଲେ । ତପନ କୁ ଖୋଜା ଚାଲିଥିବା ବେଳେ ଥାନା ରେ ଏବେ ସୁଦ୍ଧା କୌଣସି ଅଭିଯୋଗ ହୋଇ ନାହିଁ। ତପନ ନାମରେ ବାଙ୍କୀ ଥାନାରେ ଅନେକ କେଶ୍ ରହିଥିବା ବେଳେ ମହିଳା ଙ୍କୁ ଖରାପ ସମ୍ପର୍କ ରଖିବାକୁ ଉଦ୍ୟମ କରୁଥିବା ବେଳେ ଧରାପଡ଼ି ଜେଲ୍ ଯାଇଥିଲା ଏବେ ବେଲ୍ ରେ ଥିବା ଜଣା ପଡ଼ିଛି। ଯାହା ସାଧାରଣ ରେ ଶୁଣିବାକୁ ମିଳିଛି ସେମାନେ ବିଭିନ୍ନ ନିଶା ବେପାର ରେ ସମ୍ପୁକ୍ତ ଥିବା ଜାଣିବାକୁ ମିଳିଛି
Blog Archive
-
▼
2023
(2023)
-
▼
September
(181)
- ନୂଆଗାଁ ବ୍ଲକର ଦୁରୁଦୁରା ଗ୍ରାମରେ ଗଣେଶ ପୂଜାରେ ଯୋଗଦେଲେ...
- ଓଡ଼ିଶା ହାଇକୋର୍ଟ ର ମୁଖ୍ୟ ବିଚାରପତି ଦାୟିତ୍ୱ ରେ ଓଡ଼ଗାଁ...
- ଘୁମୁସର ପୁରହିତ ସମିତି ପକ୍ଷରୁ ସମ୍ବର୍ଦ୍ଧିତ ଉତ୍ସବ
- ରାଇପଡା ରେ ଅଗ୍ନିକାଣ୍ଡ , ୪ ଟି ପରିବାର ର ୮ ବଖରା ଘର ଜ...
- ସାକ୍ଷୀଗୋପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଶ୍ୱ ଜଳାତଙ...
- ସାକ୍ଷୀଗୋପାଳ ଡାକଘର ପକ୍ଷରୁ ଭାରତ ସରକାରଙ୍କ ଅମୃତ କଳସ ଯା...
- ଅଳଗୁମର ମା ଜାଗେଶ୍ୱରୀଙ୍କ କଣ୍ଟାକିଳା ପର୍ବ ନିଶାର୍ଦ୍ଧ ରା...
- ୧୪୪ ତମ ମଣ୍ଡଳୀୟ ସରକାରୀ ଭାଷା ପ୍ରୟୋଗ କମିଟିର ବୈଠକ
- ନ୍ୟାସନାଲ ଇନୋଭେସନ୍ ଚ୍ୟାଲେଞ୍ଜରେ ସେଞ୍ଚୁରିଅନ୍ ୟୁନିଭରସି...
- ଭୋଜି କରିବାକୁ ଯାଇ ଘରକୁ ଆଉ ଫେରିଲେ ନାହିଁ ଯୁବକ
- ଓଡ଼ଗାଁ ଏନ୍ଏସି କାର୍ଯ୍ଯ ନିର୍ବାହୀ ଅଧିକାରୀ ହେଲେ ଦୁଃଶାସ...
- ସାଧୁ ସନ୍ୟାସୀ ଙ୍କୁ ଟାର୍ଗେଟ କରୁଥିବା ଭଣ୍ଡ ବାବା ଗିରଫ
- ଶିକ୍ଷା ବିଭାଗ ପକ୍ଷରୁ ଆଲୋଚନାଚକ୍ର
- କାଳେସିଙ୍କ ଉପରେ ଏବେବି ଅଗାଡ ବିଶ୍ୱାସ ; ମନସ୍କାମନା ପୂ...
- ବିଶ୍ଵ ପର୍ଯ୍ୟଟନ ଦିବସ ରେ ବେଳାଭୂମି ସଫେଇ ସହ ପର୍ଯ୍ୟଟକଙ୍...
- ଝରାପାଲି ମାର୍କେଟ ଦୁର୍ଗା ପୂଜା କମିଟି ପକ୍ଷରୁ ରାବଣ ବରଣ
- ଜଟଣୀରେ ଧୁମଧାମରେ ପାଳନ ହେଲା ପ୍ରଫେଟ ମହମ୍ମଦ ଙ୍କ ଜନ୍ମ ଜ...
- ବରପଦର ଅଛାଣ୍ଡପାଲି ଉଚ୍ଚ ବିଦ୍ୟାଳୟ ଠାରେ ଗଣିତ ଓ ବିଜ୍ଞାନ...
- ପୁରୀ ବେଳାଭୂମିକୁ ପ୍ଲାଷ୍ଟିକ ମୁକ୍ତ ରଖିବାକୁ ନିବେଦନ କଲେ...
- ପୁରୀ ବେଳାଭୂମିକୁ ପ୍ଲାଷ୍ଟିକ ମୁକ୍ତ ରଖିବାକୁ ନିବେଦନ କଲ...
- ପ୍ରଶଂସାର ପାତ୍ର ପାଲଟିଲେ ଔଷଧ ବ୍ୟବସାୟ ସଙ୍ଘ
- ଜଟଣୀର ଗଣେଶ ଉତ୍ସବରେ ଗୋଟିପୁଅ ନୁର୍ତ୍ୟରେ ଦର୍ଶକ ବିଭୋର
- ୨୮ କେଜି ଗଞ୍ଜେଇ ଜବତ :୨ ଯୁବକ ଗିରଫ
- ଘୁମୁସର ଜିଲ୍ଲା ଗଠନ ଦାବି; ଆର୍ ଡି ସି ଙ୍କୁ ତଥ୍ୟ ସମ୍ବଳ...
- ଏସ.ୟୁ,ସି. ଆଇ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ୧୪ ଦଫା ଦାବି ...
- ଭଂଜନଗର ବ୍ଳକ୍ ସ୍ତରୀୟ ଲୋକକଳା ପ୍ରଶିକ୍ଷଣ ଶିବିର
- ହୃଦଘାତରେ ରାଜମିସ୍ତ୍ରୀ ରାମଚନ୍ଦ୍ର ମହାରଣାଙ୍କ ର ମୃତ୍ୟୁ
- ସାକ୍ଷୀଗୋପିନାଥ ଠାକୁରଙ୍କୁ ବର୍ଷକୁ ଥରେ ସେବାୟତ ଓ ପ୍ରଜା...
- ରାଜଧୀରାଜ ବେଶରେ ଦର୍ଶନ ଦେଉଛନ୍ତି ଗଜାନନ
- ଅସହାୟ ବ୍ୟକ୍ତିଙ୍କୁ ଚିକିତ୍ସା ଯୋଗାଇଦେଲା ସେଛାସେବୀ ସଂଗଠନ
- ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଖୁଣ୍ଟୁଲିପାଲି ଠାରେ ମାତୃ କ...
- ପାଞ୍ଚଦଫା ଦାବି ନେଇ ଭଞ୍ଜନଗର ସୁତନ୍ତ୍ର ଉପକାରାଗାର କର୍ମଚ...
- ଜାତୀୟ ସେବା ଦିବସ ପାଳନ
- ଅର୍ଥମନ୍ତ୍ରୀଙ୍କୁ ଭେଟି ଦାବିପତ୍ର ଦେଲେ ଜଗନ୍ନାଥପ୍ରସାଦ ସ...
- ନିଜ ଅଜାଣତ ରେ ନିଜେ ଫସିଗଲା ଚୋର,ଯୋଉଠୁ ଚୋରି କରିଥିଲା ସୁ...
- ନିଜ ଅଜାଣତ ରେ ଆଜି ନିଜେ ଫସିଗଲା ଚୋର, ଯୋଉଠୁ ଚୋରି ହୋଇଥି...
- ବାବା "ଥାନାପତି 'ରୂପେ ପୂଜା ପାଆନ୍ତି ଗଜାନନ ବର୍ଷା ସତ୍...
- ମହିମା ଧାରି ଅଲେଖ ସମାଜ ପକ୍ଷରୁ ବାର୍ଷିକ ମହିମା ମହୋତ୍ସବ ...
- ମାନପୁର ଉଚ୍ଚ ବିଦ୍ୟାଳୟରେ ପୋଷାକ ବଣ୍ଟନ କାର୍ଯ୍ୟକ୍ରମ ଅନ...
- ଶ୍ରୀରାଧା ଜନ୍ମ ମହୋତ୍ସବ ଉଦ୍ଯାପିତ ସହିତ ବିଶ୍ୱଶାନ୍ତି ମ...
- ମଣ୍ଡଳ ସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତା ଅନୁଷ...
- ଖୋର୍ଦ୍ଧା ଜିଲ୍ଲା କଂଗ୍ରେସର ମୁଖ୍ୟ ପ୍ରବକ୍ତା ଦାଇତ୍ୱ ଗ୍ର...
- କଥା ଦେଇ ରଘୁନାଥ ମନ୍ଦିରକୁ ଠକିଲେ ବବି ଭାଇ
- ଗ୍ୟାସ କଟରରେ କାଟି ଏଟିଏମ ଲୁଟ , ପୋଲିସର ତଦନ୍ତ ଜାରି
- ୮୩ ଗ୍ରାମ ଧଳା ଜହର ଜବତ, ଯୁବକ ଗିରଫ
- ୮୦ ଗ୍ରାମ ହିରୋଇନ୍ ଜବତ, ଯୁବକ ଗିରଫ
- ୭୫ଗ୍ରାମ ହିରୋଇନ୍ ଜବତ, ଜଣେ ଗିରଫ
- ସତ୍ୟବାଦୀ ମଣ୍ଡଳ ସ୍ତରୀୟ ଖୋ- ଖୋ, ଯୋଗ ଓ ଚେସ ପ୍ରତିଯୋଗିତ...
- ଶ୍ରୀ ଶ୍ରୀ ରାଧା ଜନ୍ମ ମହୋତ୍ସବ କମିଟି ପକ୍ଷରୁ ମାଗଣା ଦନ୍...
- ଓଡ଼ଗାଁ ବିକାଶର ବିକଳ ଦୃଶ୍ୟ, ଟ୍ରଲି ରେ ବୁହା ହେଲେ ରୋଗୀ
- ଘୁମୁସର କଲମଣ୍ଡଳ ଅନୁଷ୍ଠାନର ଜାଗୃତି ନାଟକ ଉତ୍ସବ ଅନୁଷ୍ଠିତ
- ନବଜ୍ୟୋତି କ୍ଲବ ଆନୁକୂଲ୍ଯରେ ପଶ୍ଚିମ ଓଡିଶାର ଗଣପର୍ବ ନୂଆଁ...
- ଶ୍ରୀ ଶ୍ରୀ ରାଧା ଜନ୍ମ ମହୋତ୍ସବ ଅବସରରେ ବିଶ୍ୱଶାନ୍ତି ମହା...
- ଶ୍ରମିକ କଂଗ୍ରେସର ନୂତନ କର୍ମକର୍ତ୍ତା ନିର୍ବାଚନ
- ପଶ୍ଚିମ ଓଡ଼ିଶାର କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ
- ଅଲିଭା ଘର ବୃଦ୍ଧାଶ୍ରମ କୁ ନୂଆଖାଇ ପର୍ବରେ ସହଯୋଗ
- ଅସହାୟ କୁଷ୍ଠ ରୋଗୀ ମାନଙ୍କୁ ତଥା ଅସହାୟ ପରିବାର କୁ ରାସନ୍...
- ବିଡିପୁରୁ ଗ୍ରାମ ପଞ୍ଚାୟତର କଲ୍ୟାଣ ମଣ୍ଡପ ଠାରେ ଗଣେଷ ପୂଜା
- ଭଞ୍ଜନଗର ସହିତ ବିଭିନ୍ନ ସ୍ଥାନରେ ଗଣେଶ ପୂଜା ପାଳିତ ହୋଇଯାଇଛି
- ନିଶିକାନ୍ତଙ୍କ ଏକାଦଶାହରେ ରକ୍ତଦାନ ଶିବିର ଅନୁଷ୍ଠିତ ; ୨୫...
- ରତନପୁର ରେ ବଜ୍ରାଘାତ, ୭ ଛେଳି ମୃତ
- ସ୍ଵର୍ଗତ ଦେବବ୍ରତ ମିଶ୍ରଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ରକ୍ତ...
- ବାଲିଗୁଡା ରେ ଗଣେଶ ପୂଜା ପାଳିତ
- ସାକ୍ଷୀଗୋପାଳରେ ବିଭିନ୍ନ ସ୍ଥାନରେ ପୂଜା ପାଇଲେ ଗଜାନନ
- ବିଶିଷ୍ଟ ଲେଖିକା ଗୀତା ମେହେଟ୍ଟାଙ୍କ ସ୍ମୃତି ତର୍ପଣ
- ଏନ୍ ଏ ସି ପରିସରରେ ୮୦ତମ ଭଞ୍ଜ ସଂଗୀତ ଓ ଭଜନ ଆସର
- ଘୁମୁସର ବାହିନୀ ପକ୍ଷରୁ ଘୁମୁସର ସମ୍ବର୍ଦ୍ଧିତ ବକ୍ତୃତା ଏବ...
- ବରଗଡ ଜିଲ୍ଲା ଓଡ଼ିଶା ମୋଟର ଚାଳକ ସଂଘ ପକ୍ଷରୁ ବିଶ୍ୱକର୍ମା...
- ଜସ୍ଵଶୀ ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କର ଜନ୍ମ ...
- ଜଟଣୀ ବିଜେପି ନଗର ମଣ୍ଡଳ ପକ୍ଷରୁ ପ୍ରଧାନମନ୍ତ୍ରୀ ଙ୍କ ଜନ୍...
- ଖୋର୍ଦ୍ଧା ରୋଡ଼ ରେଲୱେ ଡାକ୍ତରଖାନାରେ ଡାକ୍ତରଙ୍କ ଦ୍ଵାରା...
- ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ ଶ୍ରୀଅରବିନ...
- କୁର୍ମୀ କ୍ଷତ୍ରିୟ ସମାଜ ପକ୍ଷରୁ ପ୍ରତିଭା ସମ୍ମାନ ଉତ୍ସବ ଅ...
- ଭଞ୍ଜନଗର ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉଦଯାପିତ
- ସିଂହନାଥଦେଵ ବିଦ୍ୟାପୀଠ ରେ ପୋଷାକ ବିତରଣ ଉସ୍ତବ ଅନୁଷ୍ଠିତ
- ଆଇଆଇଟି ପକ୍ଷରୁ ଆତ୍ମହତ୍ୟା ପ୍ରତିରୋଧ ସମ୍ବନ୍ଧୀୟ କର୍ମଶା...
- ମାରୁତି ସେନା ପକ୍ଷରୁ ବୃକ୍ଷ ରୋପଣ ସହିତ ଗୋ ସୁରକ୍ଷା ପାଇଁ...
- ସାକ୍ଷୀଗୋପାଳରେ ବିଭିନ୍ନ ସ୍ଥାନରେ ବିଶ୍ୱକର୍ମା ପୂଜା ପାଇଲେ
- ଗାଧେଇବାକୁ ଯାଇ ନାଳ ରେ ଭାସିଗଲେ ଦୁଇ ଛାତ୍ରୀ :
- ଶବ୍ଦ ସୁରଭି ଉପେନ୍ଦ୍ର ଭଞ୍ଜ ବିଶେଷାଙ୍କ ଉନ୍ମୋଚିତ
- ଶୃଙ୍ଖଳିତ ଗଣେଶ ପୂଜା ଭସାଣି ଉତ୍ସବ ପାଳନ ନେଇ ଭସାଣି କମିଟ...
- ଅଣ ଆୟତ୍ତ ଟ୍ରାଫିକ ନିୟନ୍ତ୍ରଣ, ପ୍ରଶାସନ ସାଜିଛି ନିରବ ଦ୍...
- ଦୁଇହଜାର ଲିଟର ବିଦେଶୀ ମଦ ଜବତ, ଦୁଇ ବେପାରୀ ଗିରଫ
- ଭାର୍ଗବୀ ନଦୀରେ ଦୁତୀୟ ବନ୍ୟା ଜଳ ପ୍ରବାହିତ , ୨୦ଟି ଗ୍ରାମ...
- ଖୋର୍ଦ୍ଧାରୋଡ଼ ମଣ୍ଡଳର ଦ୍ଵିତୀୟ ଫୁଟବଲ୍ ଗ୍ରାଉଣ୍ଡ୍ ଅବସ୍ଥା...
- ଡିଏଭି ପିଟି ଏସ ଆର ପବ୍ଲିକ ସ୍କୁଲରେ ହିନ୍ଦୀ ଦିବସ ପାଳିତ
- ଭଞ୍ଜନଗର ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗୀତା
- ଲଗାଣ ବର୍ଷାରେ ମହୁଲପାଲି ରୁ ରେମଣ୍ଡା ପ୍ରଧାନମନ୍ତ୍ରୀ ରାସ...
- ବଦଳିଲେ ଖଣ୍ଡପଡ଼ା ବିଡ଼ିଓ ଏବଂ ତହସିଲଦାର,
- ମିଳୁନି ଚିକିତ୍ସା, ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ଉପାନ୍ତ ଅ...
- ରକ୍ତର ବିକଳ୍ପ ନାହିଁ, ଲରମ୍ଭା କଲେଜରେ ମେଗା ରକ୍ତଦାନ ଶିବିର
- ଓଡ଼ଗାଁ ତହସିଲ୍ ରେ ହେଲ୍ପଡେସ୍କ ଅଚଳ, ମହାତ୍ମା ଗାନ୍ଧିଙ୍କ...
- ଅଙ୍ଗନୱାଡ଼ି କେନ୍ଦ୍ର ରେ ରୋଷେଇ କରୁଥିବା ବେଳେ ସାପ କାମୁଡ...
- କୁସୁପଙ୍ଗି ବିଦ୍ୟାଳୟ ରେ ପୋଷାକ ବିତରଣ ଉତ୍ସଵ
- ଜମି ମାଫିଆଙ୍କ କବଜାରେ ଖେଳପଡିଆ
- ଖୋର୍ଦ୍ଧା ରୋଡ଼ ମଣ୍ଡଳ ଦ୍ୱାରା “ହିନ୍ଦୀ ଦିବସ” ପାଳିତ, “ହ...
- ସାକ୍ଷୀଗୋପାଳ ମନ୍ଦିରରେ ସପ୍ତପୁରୀ ପର୍ବ ପାଳିତ
- ସେବାୟତଙ୍କର ଶ୍ରାଦ୍ଧବାର୍ଷିକ ିଆସିଲେ ସେ ଦିନର କେଦାରଗୌର...
- ପୋଲିସ କୁ ଦୁର୍ବ୍ୟବହାର ସହ ଧମକ ଦେଇ ଜଣେ ପେଶାଦାର ଅପରାଧୀ...
- ଓଡ଼ଗାଁ ବିଡ଼ିଓ ଙ୍କ ବଦଳି ପରେ ତହସିଲଦାରଙ୍କ ବଦଳି
-
▼
September
(181)