Breaking News

ଓଡ଼ଗାଁ ଏନ୍ଏସି କାର୍ଯ୍ଯ ନିର୍ବାହୀ ଅଧିକାରୀ ହେଲେ ଦୁଃଶାସନ ସ୍ୱାଇଁ



ଓଡ଼ଗାଁ:- ଓଡ଼ଗାଁ ଏନ୍ଏସି ରେ ନୂତନ କାର୍ଯ୍ଯ ନିର୍ବାହୀ ଅଧିକାରୀ ଭାବେ ଦୁଃଶାସନ ସ୍ୱାଇଁ କାର୍ଯ୍ଯରେ ଯୋଗଦେଇଛନ୍ତି। ବହୁତ ଦିନ ଧରି ଓଡ଼ଗାଁ ଏନ୍ଏସି ପଦବୀ ଖାଲି ଥିବା ବେଳେ ଆଜି ଏନ୍ଏସି ରେ ନୂତନ କାର୍ଯ୍ଯ ନିର୍ବାହୀ ଅଧିକାରୀ ପଦବୀ ପୂରଣ ହୋଇଛି। ପୂର୍ବରୁ ସନ୍ତୋଷ ଜେନା ଏନ୍ଏସି ଦାୟିତ୍ୱ ରେ ଥିଲେ। ଏବେ କନ୍ଧମାଳ ଜିଲ୍ଲା ଚକାପାଦ ତହସିଲ୍ ରେ କାର୍ଯ୍ଯରତ ଥିବା ପୂର୍ବତନ ଅତିରିକ୍ତ ତହସିଲଦାର ଶ୍ରୀ ସ୍ୱାଇଁ ଓଡ଼ଗାଁ ଏନ୍ଏସି ର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଦାୟିତ୍ୱ ନେଇଛନ୍ତି। ଓଡ଼ଗାଁରୁ ଦୀଲ୍ଲିପ କୁମାର ବିଶୋଇଙ୍କ ରିପୋର୍ଟ,୩୦/୯/୨୦୨୩----୯,୩୫ Sakhigopal News,30/9/2023

Blog Archive

Popular Posts