ଜଟଣୀ ବିଜେପି ନଗର ମଣ୍ଡଳ ପକ୍ଷରୁ ପ୍ରଧାନମନ୍ତ୍ରୀ ଙ୍କ ଜନ୍ମ ଉତ୍ସବ ପାଳିତ
ଜଟଣୀ --ଭାରତ ବର୍ଷର ଆମ ସଭିଙ୍କ ପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜିଙ୍କ 73 ତମ ଜନ୍ମ ବାର୍ଷିକ ଉତ୍ସବ ଜଟଣୀ ବିଜେପି ମଣ୍ଡଳ ପକ୍ଷରୁ ପାଳିତ ହୋଇଯାଇଛି l ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୩ତମ ଜନ୍ମ ଦିବସ ଅବସରରେ ସ୍ଥାନୀୟ ସୀତାରାମ ଛକ ଠାରେ ବିଜେପି ନଗର ମଣ୍ଡଳ ତରଫରୁ ମୋଦିଯିଙ୍କ ଚା ବଣ୍ଟନ କରାଯାଇଥିଲା । ଏବଂ ଦୀର୍ଘ ଜୀବନ କାମନା କରି ମନ୍ଦିରରେ ସମୂହ ଦୀପ ଦାନ କରାଯାଇଥିଲା l ଏଥିରେ ଯୋଗ ଦେଇଥିଲେ ଜଟଣୀ ନଗର ମଣ୍ଡଳ ସଭାପତି ତିରୁପତି ଶତପଥୀ,ବିଜେପି ରାଜ୍ୟ ସଂଯୋଜକ ମହେଶ ମିଶ୍ର, ପ୍ରଶାନ୍ତ ପ୍ରଧାନ, ପ୍ରଦୀପ ଜେନା, ନାଗ ଭୂଷଣ ରାୟ , ରଘୁ ନାୟକ, ସିଦ୍ଧାର୍ଥ ପାତ୍ର କବି ପାଇକରାୟ,ନାରାୟଣ ମହାନ୍ତି, ପରେଶ୍ ପଟ୍ଟନାୟକ ଚିତ୍ତରଞ୍ଜନ ସୁନ୍ଦରାୟ ପ୍ରମୁଖ ଯୋଗ ଦେଇଥିଲେ l
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୮/୯/୨୦୨୩----୮,୪୫ Sakhigopal News,18/9/2023