Breaking News

ଜସ୍ଵଶୀ ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କର ଜନ୍ମ ଦିନ ପାଳିତ

 
ବରଗଡ଼ ---ବରଗଡ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ତରଫରୁ ଜସ୍ଵଶୀ ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କର ଜନ୍ମ ଦିନ(ସେବା ସପ୍ତାହ)ଅବସରରେ ମୋଦୀଜୀଙ୍କ ଦୀର୍ଘାୟୁ କାମନା କରି ଗୁର୍ଖାପାଳି ଫୁଟ ବଲ ପଡିଆ ପରିସରରେ ବୃକ୍ଷରୋପଣ କରାଯାଇଛି l ଏଥିରେ କୁଲୁଣ୍ଡା ମଣ୍ଡଳ ସଭାପତି ଶ୍ରୀ ସତ୍ୟନାରାୟଣ କର୍ଣ୍ଣ ଙ୍କ ନେତୃତ୍ଵରେ ବରଗଡ ଜିଲ୍ଲା କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ଯଶୋବନ୍ତ ସେଠ୍ , ମଣ୍ଡଳ ଉପ ସଭାପତି ରାମକୃଷ୍ଣ ପଶାୟତ, ଅକ୍ଷୟ ପ୍ରଧାନ, କୁଶ ପ୍ରଧାନ, ଭକ୍ତ ରଣା, ଶଶିକାନ୍ତ ପଧାନ, ତରଣି ମହାପାତ୍ର, ଭୀଷ୍ମଦେବ ମହାପାତ୍ର, ରିଙ୍କୁ ଖେତି, ମହାଦେବ ନାଗ, ଲୋକନାଥ ମାହାର, ସୁରେନ୍ଦ୍ର ନାଗ ଓ ଜୟ ଦୁର୍ଗା ଫୁଟବଲ ଦଳ ଙ୍କ ସହ ଅନେକ କାର୍ଯ୍ୟକର୍ତ୍ତା ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୮/୯/୨୦୨୩-----୮,୫୫ Sakhigopal News,18/9/2023

Blog Archive

Popular Posts