Breaking News

ସାଂସଦଙ୍କ ନିଖୋଜ ପୋଷ୍ଟର ମାରି ଦୁଇ ଗିରଫ


ଭୁବନେଶ୍ୱର----- ସାସଦ ଅପରାଜିତା ଷଡଙ୍ଗୀ ନିଖୋଜ ବୋଲି ରାଜଧାନିର ବିଭିନ୍ନ ସ୍ଥାନରେ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଥିଲା ।ଏହି ଘଟଣାରେ କମିଶନରେଟ ପୋଲିସ 2 ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ଗିରଫ ଦୁଇ ଜଣଙ୍କ ମଧ୍ୟରୁ ଜଣେ ସାଂସଦଙ୍କ ଅତି ଘନିଷ୍ଠ ଥିବା ସୂଚନା ମିଳିଛି। ଭୁବନେଶ୍ୱର ରୁ ଧୀରେନ୍ଦ୍ର ସେନାପତି, ୧୧/୨/୨୦୨୧----୧୦,୪୫

Blog Archive

Popular Posts