Breaking News

ରାୟଚକ୍ରଧରପୁର ଉଚ୍ଚ ବିଦ୍ୟାଳୟର ୧୯୯୭ ବ୍ୟାଚର ବନ୍ଧୁ ମିଳନ


ସା କ୍ଷୀଗୋପାଳ----- ସତ୍ୟବାଦୀ ବ୍ଳକର ରାୟଚକ୍ରଧରପୁର ଉଚ୍ଚ ବିଦ୍ୟାଳୟର ୧୯୯୭ ମସିହା ମାଟ୍ରିକ ବ୍ୟାଚର ଏକ ବନ୍ଧୁ ମିଳନ ସ୍ଥାନୀୟ ତାରିଣୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବହୁ ବର୍ଷ ପରେ ପୁରାତନ ଛାତ୍ରଛାତ୍ରୀ ମାନେ ଏକାଠି ହେବା ପରେ ନିଜ ନିଜ ମଧ୍ୟରେ ଭାବ ଆଦାନ ପ୍ରଦାନ କରିଥିଲେ ।ବିଶେଷ କରି ବିଦ୍ୟାଳୟର ଉନ୍ନତି ଓଶିକ୍ଷା ସମ୍ପର୍କରେ ବିସ୍ତୁତ ଆଲେଚନା କରାଯାଇଥିଲା । ସତ୍ୟନାରାୟଣ ସାହୁ, ଧୀରେନ୍ଦ୍ର କୁମାର ଦାସ, ଅକ୍ଷୟ ଗୁରୁ, ପ୍ରଶାନ୍ତ, ଗାୟତ୍ରୀ ପାତ୍ର, ରଶ୍ମି ରେଖା ସାମନ୍ତରାୟ  ପ୍ରମୁଖ ଛାତ୍ରଛାତ୍ରୀ ମାନଙ୍କ ସହଯୋଗରେ କରାଯାଇଥିଲା । 

ସାକ୍ଷୀୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩/୨/୨୦୨୧----୧୦,୧୦

Blog Archive

Popular Posts