Breaking News

୨୪ଘଣ୍ଟାରେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ୪୧୯ ଜଣ କରୋନା ସଂକ୍ରମଣ

 ଜଟଣୀ  ---ଖୋର୍ଦ୍ଧା ଜିଲ୍ଲାରେ କରୋନା ସଂକ୍ରମଣ ବୃଦ୍ଧିକୁ ନେଇ ଜିଲ୍ଲାପାଳ ସନତ କୁମାର ମହାନ୍ତିଙ୍କ ସମୀକ୍ଷା କରି ସୂଚନା ପ୍ରଦାନ ମୁତାବକ  ଏକ ସ୍ୱତନ୍ତ୍ର ଟିମ ଗଠନ କରି  ସହରାଞ୍ଚଳରେ ସରପ୍ରାଇଜ ଯାଞ୍ଚ କରାଯିବ  । ୨୪ଘଣ୍ଟାରେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ୪୧୯ ଜଣ କରୋନା ସଂକ୍ରମଣ ବାହାରିଥୂବା ଜଣାପଡିଛି । ଗଣେଶ ପୂଜା ହୋଇ ପାରିବନାହିଁ। ଟେଷ୍ଟ ବୃଦ୍ଧି ସହିତ ଦରକାର ପଡିଲେ ସଟଡାଉନ ପରି କଠୋର ନିଷ୍ପତି ନିଆଯିବ । ଏହି ନିଷ୍ପତି ଏକ ସ୍ୱାଗତଯୋଗ୍ୟ ବୋଲି ବୁଦ୍ଧିଜୀବୀଙ୍କ ମତ । 
  ଜଟଣୀରୁ -ରଙ୍ଗନାଥ ବେହେରା

Blog Archive

Popular Posts