Breaking News

ଡେଲାଙ୍ଗରେ ୬୫ ଜଣଙ୍କର ସ୍ୱାବ ସଂଗ୍ରହ

ଡେଲାଙ୍ଗ ---  ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରାଜ୍ୟ ସରକାରଙ୍କ ପକ୍ଷରୁ କୋଭିଡ-୧୯ ସ୍ୱାବ ସଂଗ୍ରହ କେନ୍ଦ୍ର କରାଯାଇଛି । ଶୁକବ୍ରାର ଓ ଶନିବାର ସୁଦ୍ଧା ୬୫ ଜଣଙ୍କର ସ୍ୱାବ ସଂଗ୍ରହ କରାଯାଇଥିବା ମେଡିକାଲ ସୁତ୍ରରୁ ସୁଚନା ମିଳିଛି । ଯାହା ଫଳରେକି ଲୋକମାନେ ଅପେକ୍ଷା ନ କରି ସଙ୍ଗେ ସଙ୍ଗେ ସ୍ୱାବ ଦେଇ ପାରୁଛନ୍ତି । ପ୍ରତିଦିନ ଡେଲାଙ୍ଗ ମେଡିକାଲ ପରିସରରେ ଆୟୁସ ୱାର୍ଡରେ ଏହି କେନ୍ଦ୍ରଟି ଖୋଲାଯାଇଛି ।  ବିଶେଷ କରି ଗର୍ଭବତୀ, କରୋନା ପଜେଟିଭିଙ୍କ ସମ୍ପକୀୟ ଓ ସେମାନଙ୍କ ସହିତ ମିଶିଥିବା ଲୋକମାନଙ୍କ ଠାରୁ  ସ୍ୱାବ ସଂଗ୍ରହ କରାଯାଇଥିବା ଭାରପ୍ରାପ୍ତ ମେଡିକାଲ ଇନିଚାର୍ଯ୍ୟ ସନ୍ତୋଷ କୁମାର ତ୍ରିପାଠୀଙ୍କ ଠାରୁ ସୁଚନା ମିଳିଛି । 
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts