Breaking News

ଜଗଦଳପୁର ଗ୍ରାମର ୫ନଂ ୱାର୍ଡ କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ସରପଞ୍ଚ

 ଡେଲାଙ୍ଗ -- ଡେଲାଙ୍ଗ ବ୍ଳକର ସୁଜନପୁର ଗ୍ରାମର ୫ନଂ ୱାର୍ଡରେ ଜଣେ କରୋନା ପଜେଟିଭି ବାହାରିଛି । ଯାହା ଫଳରେକି କୋଭିଡ-୧୯ ଆଇନ ଅନୁଯାୟୀ ଉକ୍ତ ଗ୍ରାମକୁ କଣ୍ଟେମେଣ୍ଟ ଜୋନ ଭାବେ ସ୍ଥାନୀୟ ସରପଞ୍ଚ ପିୟାମ୍ବନ୍ଦା ରାଉତରାୟ ଘୋଷଣା କରିଛନ୍ତି । ୧ ତାରିଖ ଠାରୁ ୩ ତାରିଖ ପର୍ଯ୍ୟନ୍ତ ଯଥା ୭୨ ଘଣ୍ଟା କଣ୍ଟେନମେଣ୍ଟ ଜୋନ କରାଯାଇଛି । ଏହି ସମୟରେ ଉକ୍ତ ୱାର୍ଡର ସମସ୍ତ ପ୍ରବେଶ ପଥ ସିଲ କରାଯାଇଛି । କେହି ଉକ୍ତ ୱାର୍ଡକୁ ଯବେ ନାହିଁକି ଉକ୍ତ ୱାର୍ଡରୁ କେହି ଲୋକ ଆସିବେ ନାହିଁ ବୋଲି ଜଣାଇ ଦିଆଯାଇଛି । 
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts