ଦୁର୍ଘଟଣା ଗସ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କଲା ମାରୁତି ସେନା
ପୁରୀ --- ପୁରୀ ବଡ ଦାଣ୍ଡରେ ଦୁର୍ଘଟଣା ଗସ୍ତ ହୋଇ ଜଣେ ବ୍ୟକ୍ତି ପଡିଥିଲେ । ମାରୁତି ସେନାର ସଦସ୍ୟ ସନ୍ତୋଷ ଦାସ, ଅନିଲ ସ୍ୱାଇଁ , ପଫୁ ଦଳବେହେରା ଓ ରାଜା ପାତ୍ର ଉକ୍ତ ବ୍ୟକ୍ତଙ୍କୁ ଉଦ୍ଧାର କରି ପୁରୀ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆଣିଥିଲେ । ସେଠାରେ ଚିକିତ୍ସା କରିବା ସମୟରେ ଅନ୍ୟ ସଦସ୍ୟ ମାନେ ଖବର ପାଇ ଚନ୍ଦନ ସାହୁ, ଅଭୟ ମାଝୀ , ମନୋଜ ମାଝୀ, ରବୀନ୍ଦ୍ର ପ୍ରଧାନ, ଶୀକାନ୍ତ ସିଂ, ତ୍ରିପାଥ ଭୋଇ, ସରୋଜ ରାଉତ, ଶ୍ରୀଧର ଅଚାର୍ଯ୍ୟ, କାଳୁ ମହାପାତ୍ର ସୁଶୀଳ ପ୍ରଧାନ ଓ ବାହୁଡା ପ୍ରଧାନ ପହଞ୍ଚିଥିଲେ । ପୁରୀ ଜିଲ୍ଲା ସଂଯୋଜିକା ଇତିଶ୍ରୀ ମହାନ୍ତି ଚିକିତ୍ସାର ସୁବନ୍ଦୋବସ୍ô କରିଥିଲେ ।
ପୁରୀରୁ ଜୟନ୍ତ କୁମାର ସେଠୀ