ହତ୍ୟା ଅଭିଯୋଗର ୩ ଗିରଫ
ଧରାକୋଟ---- ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ଅଧିନସ୍ଥ ଏକଲପୁର ଏବଂ କୁସନଗାଡ଼ିଆ ସୀମା ନିକଟ କାରିଜି ଆମ୍ବ ତୋଟା ନିକଟରେ ଗତ ୩୦ ତାରିଖରେ ଏକ ହତ୍ୟାକାଣ୍ଡ ଘଟିଥିଲା । ଉକ୍ତ ହତ୍ୟାକାଣ୍ଡର ଦିନ ପରେ ବଡ଼ଗଡ଼ ପୋଲିସକୁ ମିଳିଛି ସଫଳତା ।ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ୩ ଜଣକୁ ଗିରଫ କରି କୋର୍ଟ ଚାଲଣ କରିଛି ବଡ଼ଗଡ଼ ପୋଲିସ।
ଧରାକୋଟ ରୁ କାଳୁ ଚରଣ ମହାପାତ୍ର