Breaking News

ବେଗୁନିଆରେ କରୋନା ସଂଖ୍ୟା ୧୩ ରେ ପହଞ୍ଚିଲା

ବେଗୁନିଆ- ବେଗୁନିଆ ବ୍ଲକରେ ଦୁଇ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନେ ସଂଗରୋଧ କେନ୍ଦ୍ରର ବୋଲି ଜଣାପଡିଛି ।  ତାଙ୍କୁ କୋଭିଡ ଚିକିତ୍ସାଳୟକୁ  ପଠାଇଛନ୍ତି ।  ବର୍ତମାନ ସୁଦ୍ଧା  ବେଗୁନିଆରେ  କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩ ରେ ପହଞ୍ଚିଥିବାର ଜଣା ପଡିଛି ।
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା

Blog Archive

Popular Posts