Breaking News

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ ଶହୀଦ ଯବାନ ଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି


ନୟାଗଡ଼-ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ନୟାଗଡ଼ ତରଫରୁ ସରକାର ଙ୍କ କରୋନା କଟକଣା କୁ ମାନି ନୟାଗଡ଼ ତ୍ରିନ୍ନାଥ ଛକ ଠାରେ ଅଖିଳ ଭାରତୀୟକର ବିଦ୍ୟାର୍ଥୀ ପରିଷଦ ର ନଗର ସମ୍ପାଦକ ଦିଲ୍ଲୀପ ନାୟକ ଙ୍କ ଉପସ୍ଥିତିରେ ଗଲ୍‌ଓ୍ଵାନ ସୀମାରେ ଭାରତ-ଚୀନ ସଂଘର୍ଷରେ ଭାରତର ୨୦ ଜଣ ସହିଦ ହେଇଥିଲେ । ଯବାନ ମାନଙ୍କ ଅମର ଆତ୍ମାର ସଦଗତି କାମନା କରି କ୍ୟାଣ୍ଡେଲ  ଜଳାଇ ଶୋକ ପାଳନ କରା ଯାଇଥିଲା । ପରେ ପରେ ନାରା ଦେଇ  ଚୀନ ର ପ୍ରଧାନ ମନ୍ତ୍ରୀ   ଜିପିଙ୍ଗିଙ୍କର ଫଟୋ ଦାହ କରାଯାଇଛି ।

ଶରଣକୁଳ ରୁ ମାନସ କୁମାର ସାହୁ।

Blog Archive

Popular Posts