Breaking News

ଗୋୱାଲିୟରରେ ବନ୍ଧୁଙ୍କ ଗୁଳିରେ ଓଡିଆ ଯବାନ ନିହତ


ବେଗୁନିଆ–––– ବେଗୁନିଆ ଥାନା ଅନ୍ତର୍ଗତ ଗୋପାଳପୁର  ପାୟତ ଦେଉଳୀ ଗ୍ରାମର ପୁ ସାହୁଙ୍କ ସାନପୁଅ ନାରାୟଣ ସାହୁ(୩୫)୨୦୦୩ ମସିହାରେ ଭାରତୀୟ ସେନାରେ  ନିଯୁକ୍ତି ପାଇଥିଲେ ପରେ ଲାନ୍ସ ନାଏକ ପଦବୀକୁ ଉନ୍ନୀତ ହୋଇ କାର୍ଯ୍ୟରତ ଥିବା  ନାରାୟଣଙ୍କର  କୌଣସି କାରଣରୁ  ଗତ ୨୦ ତାରିଖ ଦିନ  ନିଜ ବନ୍ଧୁଙ୍କ ସହ  ବଚସା ହୋଇଥିଲାଏଥିରେ ଉତ୍ୟକ୍ତ ହୋଇ ବନ୍ଧୁ ଜଣଙ୍କ ନିଜ ବନ୍ଧୁକରୁ ନାରାୟଣଙ୍କୁ  ଗୁଳି କରିଥିଲେ ଫଳରେ ଘଟଣା ସ୍ଥଳରେ ନାରାୟଣଙ୍କର ମୃତ୍ୟୁ ଘଟିଥିଲା ତେବେ ଖବର ଲେଖା ହେଲା ବେଳକୁ  ମୃତ ନାରାୟଣଙ୍କର  ମରଶରୀରକୁ ଭାରତୀୟ ସେନା ତାଙ୍କ ପରିବାରକୁ ହସ୍ତାନ୍ତର କରିବା  ପାଇଁ  ପୈତୃକ ଗ୍ରାମକୁ  ଆଣୁଥିବାର ଜଣା ପଡିଛି 
 ବେଗୁନିଆରୁ ଯୋଗେଶ୍ବର ପଣ୍ତା

Blog Archive

Popular Posts