ଆମ୍ପ୍ରେଦକର ଶ୍ରାଦ୍ଧବାଷୀର୍କ ପାଳନ ପାଇଁ ପ୍ରସ୍ତୁତି ବୈଠକ
ବରୀ–––– ଯାଜପୁର ଜିଲ୍ଲ୍ା ବରୀ ବ୍ଲକଅନ୍ତର୍ଗତ ଅଟିରା ପାୟତର ସନ୍ତ୍ରନମଠ ପରିସରରେ ଡ଼ ଆମ୍ପ୍ରେଦକରଙ୍କ ମହାପରାୟଣ ଦିବସ ପାଳନ କରାଯିବା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆମ୍ପ୍ରେଦକର ଦଳିତ ସେବା ସଂଘର ସଭାପତି କୁଞ୍ଜ ବିହାରୀ ଦଳେଇଙ୍କ ସଭାପତିତ୍ବରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ବୈଠକରେ ଆମ୍ପ୍ରେଦକର ଦଳିତ ସେବା ସଂଘର ଉପ– ସଭାପତି ମହେଶ୍ବର ବେହେରା ,ସମ୍ପାଦକ
ପ୍ରଶାନ୍ତ ଦାସ,କୋଷାଧ୍ୟକ୍ଷ ରନାôକର ମଲ୍ଲିକ ଓ ଅନ୍ୟମାନଙ୍କ ମଧ୍ୟରେ ରତଳାଙ୍ଗ ସରପଂଚ ପ୍ରତିନିଧି ବିଜ୍ଞାନ ମଲ୍ଲିକ,ଅନ୍ୟାସୀପୁର ସମିତି ସଭ୍ୟ ଶାନ୍ତନୁ ମଲ୍ଲିକ, ଭଅଁରା ସରପଂଚ ଶୁସାନ୍ତ ମଲ୍ଲିକ,କେଦାର ମଲ୍ଲିକ,ପଦ୍ମନାଭ ଜେନା,ସଦାନନ୍ଦ ମଲ୍ଲିକ,ଭରତ ଜେନା,ଭରତ ସେଠୀ,ବିଭୁ ମଲ୍ଲିକ, ଅକ୍ଷୟ ମଲ୍ଲିକ.ମାନସ ଯେନା,ପ୍ରମୁଖ ଯୋଗଦାନ କରିଥିଲେ। ଉକ୍ତ ବୈଠକରେ ଆସନ୍ତା ୧୫ ତାରିଖରେ ଡ଼ ଆମ୍ଭଦକରଙ୍କ ଶ୍ରାଦ୍ଧବାଷୀର୍କ ପାଳନ ନମନ୍ତେ ନିଷ୍ପତି ନିଆଯାଇଛି।
ବରୀରୁ –ଦର୍ଶନ ବେହେରାଙ୍କ ରିପୋର୍ଟ