Breaking News

ଶାଳଣିଆଁରେ ଯୋଗ ପ୍ରଶିକ୍ଷଣ ଶିବିର

ହାଟଡ଼ିହି----- ହାଟଡିହି ବ୍ଲକ ଶାଳଣିଆଁ ଭାଟିଆଶୁଣି ପଡିଆରେ  ସର୍ଭଫର ପିପୁଲ ପକ୍ଷରୁ ଏକ ମେଗା ଯୋଗ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ସର୍ଭ ଫର ପିପୁଲର ସଭାପତି ଚନ୍ଦ୍ରମୌଳି ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଶିବିରରେ ଯୋଗ ପ୍ରଶିକ୍ଷକ ବୃନ୍ଦାବନ ବେହେରା ଯୋଗଦେଇ ଯୁବକ ମାନଙ୍କୁ ଯୋଗର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରାଇଥିଲେ  ।  ବିଭିନ୍ନ ଯୋଗ ଆସନ ଶିକ୍ଷା ପ୍ରଦାନ କରାଯାଇଥିଲା  । ଯୋଗ ଶିବିରରେ ଆଖପାଖ ଅଞ୍ଚଳର ଶତାଧିକ ଯୁବକ ଅଂଶ ଗ୍ରହଣ କରିଥିଲେ  ।  କିଶୋର ସିଂ, ପ୍ରିତିରଞ୍ଜନ ଦ୍ୱିବେଦୀ, ରଜତ ମହାକୁଡ, ଧନେଶ୍ୱର ବାରିକ, ଦିବ୍ୟରଞ୍ଜନ ଜେନା, ଜୟନ୍ତ ବାରିକ, ପ୍ରକାଶ ଘଡେଇ, ମଇନା ଜେନା,  ବାମଦେବ ବେହେରା, ପବିତ୍ର ମୋହନ ଜେନା, ମନୋଜ ଜେନା, ରଞ୍ଜିତ ଜେନା, ଦିବ୍ୟରଞ୍ଜନ ଜେନା, ଦିପକ ସାହୁ, ତ୍ରିନାଇ ବେହେରା, ପ୍ରକାଶ ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ  କରିଥିଲେ ।
ହାଟଡିହିରୁ ବିକାଶ ବିଶ୍ୱାଳ
Yoga center on salania
hatadihi news
sakhigopal new
satyabadi news

Blog Archive

Popular Posts