Breaking News

ଏକାଦଶୀରେ ଆରମ୍ଭ ହୋଇଯାଇଛି ସଂକୀର୍ତ୍ତନ

ସାକ୍ଷୀଗୋପାଳ--- ସାକ୍ଷୀଗୋପିନାଥ ଦେବଙ୍କ ଏକାଦଶୀ ତିଥିରେ ପାରମ୍ପାରିକ ସଂକୀର୍ତ୍ତନ ଆରମ୍ଭ ହୋଇଯାଇଛି । ବିଭିନ୍ନ ଗ୍ରାମରୁ ଦଳ ଦଳ ହୋଇ ସଂକୀର୍ତ୍ତନ ମଣ୍ଡଳୀ ସିଂହଦ୍ୱାର ଅ୍ରାଗରେ ସଂକୀର୍ତ୍ତନ କରିବା ଆରମ୍ଭ ହୋଇଯାଇଛି  । ମାତ୍ର ବର୍ଷା ଯୋଗୁ ସବୁ ଫିକା ପଡିଯାଇଛି  ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
 D Senapati
Sakhigopal 

Blog Archive

Popular Posts