Breaking News

ସାକ୍ଷୀଗୋପିନାଥ ଦେବଙ୍କ ନିକଟରେ ପାରମ୍ପରିକ ଚୁଡାଘଷା ଭୋଗ ଆରମ୍ଭ


 D Senapati
Sakhigopal 
 ସାକ୍ଷୀଗୋପାଳ--- ପୁରୀ ଜିଲ୍ଲାର ଦୁତୀୟ ଗଣପର୍ବ ସାକ୍ଷୀଗୋପିନାଥଙ୍କ ଅଁଳାନବମୀ ଓ ବଡ ଏକାଦଶୀ  । ଅଁଳାନମବୀ ଦିନରେ ମା ଶ୍ରୀ ରାଧାଙ୍କ ପାଦ ଦର୍ଶନର ସୁଯୋଗ ମିଳୁଥିବା ବେଳେ ବଡ ଏକାଦଶୀରେ ପ୍ରଭୁ ସାକ୍ଷୀଗୋପିନାଥ ଭୁବନମୋହନ  ଲକ୍ଷ୍ମୀନାରାୟଣ ବେଶ ଦର୍ଶନ ପାଇଁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ  ହୋଇଥିଲା । ଏହି ଅବସରରେ ପାରମ୍ପରିକ ଚୁଡାଘଷା ଭୋଗ  ଆରମ୍ଭ ହୋଇଯାଇଛି । କେତକ ମାନସିକ ଭୋଗ କରୁଥିବା ବେଳେ କେତକ ସେବାୟତ ମାନଙ୍କ ଠାରୁ ଭୋଗ କିଣି ଘରକୁ ନେଇଯାଉଥିବାର ଦେଖାଯାଇଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts