Breaking News

ସାକ୍ଷୀଗୋପାଳରେ ବୁଲବୁଲ ଯୋଗୁ ବଡ ଏକାଦଶୀ ଯାତ୍ରା ଫିକା ପଡିଲା


 D Senapati
Sakhigopal 
ସାକ୍ଷୀଗୋପାଳ--- ପୁରୀ ଜିଲ୍ଲାର ସାକ୍ଷୀଗୋପିନାଥ ଦେବଙ୍କର ପବିତ୍ର କାତ୍ତିକ ମାସ ବଡ ଏକାଦଶୀ ତିଥିରେ ଲୋକସଂଖ୍ୟା ବହୁତ କମ ଅଛି । ଯାହାକି ପାଗ ମେଘୁଆ ହୋଇଥିବାରୁ ଲୋକମାନେ ଭୟରେ ଘର ଛାଡି ଆସିବାକୁ ରାଜି ନାହାନ୍ତି । ଅନ୍ୟ ପକ୍ଷେ ବାହାରୁ ଆସିଥିବା କେତକ ଦେକାନୀ ସେମାନେ ଯାତ୍ରାରେ ପକାଇଥିବା ଷ୍ଟଲ ଗୁଡିକ ଉଠାଇ ନେଇଯାଉଛନ୍ତି । ବାହାରେ ବସିଥିବା ବ୍ୟବସାୟୀ ମାନେ ବର୍ଷା ଭୟରେ ପଳାଉଥିବାର ଦେଖାଯାଇଛି  ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts