Breaking News

ପଥର ଖଣି ଉପରେ ଚଢାଉ

ବେଗୁନିଆ---- ବେଗୁନିଆ ବ୍ଲକ ଅନ୍ତର୍ଗତ   ବେଗୁନିଆ ହଜ ପଞ୍ଚାୟତ ନିଧିପୁର ଗ୍ରାମର  ପଥର ଖଣି  ଉପରେ ତହସିଲଦାର ବିବେକାନନ୍ଦ ପରିଡା,ଜଗନ୍ନାଥ  ଜମି ପ୍ରଶାସକ ଓ ଜଙ୍କିଆ  ଥାନା  ପୋଲିସ ମିଳିତ ଭାବେ ଚଢାଉ କରିଥିଲେ । ଘଟଣା ସ୍ଥଳରୁ  ଗୋଟିଏ ଟ୍ରାକ୍ଟର,ଜେସିବି,ପାୱାର ଟିଲରକୁ ଜବତ  କରି ଜଙ୍କିଆ ପୋଲିସର ଜିମା ଦିଆଯାଇଥିବା ଜଣାପଡିଛି  । ଆଗାମୀ ଦିନରେ ଏହି ଚଡାଉକୁ ଜୋର ଦାର କରାଯିବ ବୋଲି ତହସିଲଦାରଙ୍କ ଠାରୁ ପ୍ରକାଶ  ।
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା

Blog Archive

Popular Posts