ଅଯୋଧ୍ୟାରେ ରାମ ମନ୍ଦିର ହେବ
ଭୁବନେଶ୍ୱର---- ଶନିବାର ଦିନ ବହୁପ୍ରତୀକ୍ଷିତ ତଥା ଐତିହାସିକ ଅଯୋଧ୍ୟା ରାୟ ପ୍ରକାଶ ପାଇଛି । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଠିସ ରଞ୍ଜନ ଗୋଗୋଲଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ଖଣ୍ଡପୀଠ ଏହି ରାୟ ପ୍ରକାଶ କରିଛନ୍ତି । ବାବ୍ରୀ
ମସଜିଦ ସେଠାରେ ରହିବ ନାହିଁ । ସେଠାରେ ରାମ ଜନ୍ମଭୂମି ବା ରାମ ମନ୍ଦିର ନିର୍ମାଣ କରାଯିବ । ସେହି ରାୟରେ ପ୍ରକାଶ ପାଇଛି ଯେ ଉତ୍ତରପ୍ରଦେଶ ସରକାର ୫ ଏକର ଯାଗା ଉପରେ ଏକ ମସଜିଦ ନିର୍ମାଣ କରିବେ ବୋଲି ରାୟରେ ପ୍ରକାଶ ପାଇଥିବା ଜଣାପଡିଛି ।
ଭୁବନେଶ୍ୱରରୁ ଧୀରେନ୍ଦ୍ର ସେନାପତି
![]() |
B B S R |
ଭୁବନେଶ୍ୱରରୁ ଧୀରେନ୍ଦ୍ର ସେନାପତି