ଦୁଇ ଦିନ ବୁଲ ବୁଲ ପାଇଁ ଦୁଇ ଦିନ ଶିକ୍ଷା ଅନୁଷ୍ଠାନ ବନ୍ଦ ରହିବ
ପୁରୀ ------ ବାତ୍ୟା ବୁଲ୍ ବୁଲ୍ ପାଇଁ ଦୁଇ ଦିନ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ପୁରୀ-ଜଗତସିଂହପୁର-କେନ୍ଦ୍ରାପଡା ଜିଲ୍ଲାର ସମସ୍ତ ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ଘୋଷଣା କଲା ଜିଲ୍ଲା ପ୍ରଶାସନ । ଅନୁମାନ କରାଯାଉଛି
୮ ତାରିଖ ସକାଳୁ ବର୍ଷା ଆରମ୍ବ ହେବାକୁ ଥିବା ବେଳେ ୯ ତାରିଖରେ ପବନର ବେଗ ଘଣ୍ଟା ପ୍ରତି ୬୦ ରୁ ୭୦ କିଲୋମିଟର ରହିବ ବୋଲି ପାଣିପାଗ ବିଭାଗର ସୂଚନା ଦିଆଯାଇଛି ।
ପୁରୀ ରୁ ଜୟନ୍ତ କୁମାର ସେଠୀ