Breaking News

ପାଚିଲା ଧାନ ଫସଲ ନଷ୍ଟ କଲେ ଜଙ୍ଗଲୀ ବାରହା

ବେଗୁନିଆ---- ବେଗୁନିଆ  ବ୍ଲକର କୋଲୁହା ପାଟଣା, ଗୋବିନ୍ଦପୁର, କଣ୍ଟାବାଡ,ଭୋଗଡା ,ଡଙ୍ଗରପଡା  ଆଦି ଅଞ୍ଚଳରେ ଜଙ୍ଗଲୀ ବାରହା ଖାଦ୍ୟ ଅନ୍ୱେଷଣରେ ଆସି ପାଚିଲା ଧାନ ଫସଲ ନଷ୍ଟ କରିଥିବା ଜଣାପଡିଛି । ସେହିପରି  ବିଭିନ୍ନ କିସମର ଫସଲକୁ ନଷ୍ଟ କରିଥିବାର ଚାଷୀ ମାନେ ଅଭିଯୋଗ ଆଣିଛନ୍ତି । ଅମଳ ସମୟରେ ଏଭଳି କ୍ଷତି ଚାଷୀମାନଙ୍କୁ ହତାଶ କରିଛି ।ଏଥିପାଇଁ  ସ୍ଥାନୀୟ ପ୍ରଶାସନ କ୍ଷତିପୂରଣ ଯୋଗାଇ ଦେବାକୁ ବିଭିନ୍ନ ଚାଷୀ ସଂଗଠନ ପକ୍ଷରୁ ଦାବୀ ହେଉଛି । ନଚେତ ଆଗାମୀ ଦିନରେ ଚାଷୀ ମାନେ ରାଜରାସ୍ତାକୁ ଓହ୍ଳାଇବାକୁ ପଛେଇବେ ନାହିଁ ବୋଲି କୁହାଯାଇଛି  ।
 ବେଗୁନିଆରୁ   ଯୋଗେଶ୍ୱର ପଣ୍ଡା

Blog Archive