Breaking News

ସାକ୍ଷୀଗୋପାଳ ରେ ଲୁଟେରା ମାତିଲେ

 ସାକ୍ଷୀଗୋପାଳ----- ସାକ୍ଷୀଗୋପାଳ----- ସାରଙ୍ଗ ଯୋଡ଼ି ରାସ୍ତା ର ମହି ମିଶ୍ରା ପୋଖରୀ ନିକଟରେ ଲୁଟେରା ମାନେ ହାଣିକି ଲୁଟ କରି ଖସି ଯିବାରେ ସକ୍ଷମ ହୋଇଛନ୍ତି । ଦୁଗଲ ଗ୍ରାମର ଜଣେ ଯୁବକ ମୋଫେଡେ ଗାଡି ରେ  ଘରକୁ ଯିବା ସମୟରେ ପଛରୁ ତିନି ଜଣ ଯୁବକ ଏକ ମଟର ସାଇକେଲରେ ଆସି ଅଟକାଇ ଥିଲେ । ସେ ନ ରହିବାରୁ ଭୁଜାଲି ରେ ହାଣି ଦେଇଥିଲେ। ତାଙ୍କ ଠାରୁ ଟଙ୍କା , ମୋବାଇଲି ଓ ଗାଡି ଚାବି ନେଇ ଫେରାର ହୋଇଯାଇଛନ୍ତି। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ଯୁବକକୁ ମେଡିକାଲ ଆଣିଛନ୍ତି । ପ୍ରାୟ ୧୫ ଦିନ ତଳେ ଉକ୍ତ ଯାଗାରେ ବେସରକାରୀ ସଂସ୍ଥାର ଜଣେ କର୍ମଚାରୀ ଙ୍କ ଠାରୁ ଲୁଟ ହୋଇଥିଲା ।
 ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts