ଭୁବନେଶ୍ୱର----- ଏୟାର ଇଣ୍ଡିଆ ବିମାନରେ ଲାଗିଲା ନିଆଁ।ଭୁବନେଶ୍ୱରରୁ ମୁମ୍ବାଇ ଯାଉଥିବା ବିମାନରେ ନିଆଁ ଲାଗିବାରୁ ରାୟପୁରେ କଲା ଜରୁରୀ ଅବତରଣ।ବିମାନରେ ଥିବା ସମସ୍ତ ୧୮୨ ଯାତ୍ରୀ ସୁରକ୍ଷିତ।ନିଆଁ ଲାଗିବାର କାରଣ ଅସ୍ପଷ୍ଟ। ଧୀରେନ୍ଦ୍ର ସେନାପତି