ବିଶିଷ୍ଟ ସକାଜସେବୀ ଆନ୍ନା ହଜାରେ ୬ ତାରିଖରେ ଓଡିଶା ଆସୁଛନ୍ତି
ଭୁବନେଶ୍ୱର----- ଆସନ୍ତା ନଭେମ୍ବର ୬ ତାରିଖରେ ଓଡିଶା ଆସୁଛନ୍ତି ଦୁର୍ନୀତି ନିବାରଣ ଅୟୋଗର ଆବାହକ ତଥା ବିଶିଷ୍ଟ ସକାଜସେବୀ ଆନ୍ନା ହଜାରେ। ନଭେମ୍ବର ୬ରେ ହେବାକୁ ଥିବା ନବ ନିର୍ମାଣ କୃଷକ ସଙ୍ଗଠନ ରାଲିରେ ଉଦବୋଧନ ଦେବେ ଆନ୍ନା। ଏଥିପାଇଁ ତାଙ୍କୁ ନବନିର୍ମାଣ କୃଷକ ସଙ୍ଗଠନର ଆବାହକ ଅକ୍ଷୟ କୁମାର ନିମନ୍ତ୍ରଣ କରିଥିବା ଜଣାପଡିଛି ।