Breaking News

କୃଷି ବିଭାଗ ପକ୍ଷରୁ ଡକବାଜି ଦ୍ୱାରା ସୁଚନା ଜାରି

 ସାକ୍ଷୀଗୋପାଳ-- ସାକ୍ଷୀଗୋପାଳ କୃଷି ବିଭାଗ ପକ୍ଷରୁ ଡାକବାଜି ଦ୍ୱାରା ଆସନ୍ତା ବୁଲବୁଲ ବାତ୍ୟା ହେବାର ଆଶଙ୍କା କରାଯାଉଛି । ଏଣୁ ଚାଷୀ ମାନଙ୍କୁ ଅନୁରୋଧ ଯେଉଁମାନେ ଧାନ କାଟିଛନ୍ତି ସେମାନେ ତୁରନ୍ତ ବିଲରୁ ଉଠାଇ ଆଣନ୍ତୁ ଓ ଉଚ୍ଚ ଯାଗାରେ ରଖିବା ପାଇଁ ସୁଚନା ପ୍ରଦାନ କରାଯାଉଛି ।
 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts