ବଦଳିଲେ ଓଡ଼ଗାଁ ବିଡିଓ
ଓଡ଼ଗାଁ:- ଓଡ଼ଗାଁ ବିଡିଓ ସନ୍ତୋଷ ଜେନାଙ୍କ ବୁଗୁଡ଼ା ବ୍ଳକକୁ ବଦଳି ହୋଇଛି। ଏବଂ ଫୁଲବାଣୀ ତହସିଲକୁ ତହସିଲଦାର ଭାବେ ବଦଳି ହୋଇ ଆସିଥିବା ତହସିଲଦାର ଜିତେନ୍ଦ୍ର କୁମାର ନାୟକଙ୍କୁ ଓଡ଼ଗାଁ ବ୍ଳକକୁ ବଦଳି ହୋଇଥିବା ନେଇ ସୂଚନା ମିଳିଛି। ଆଜି ରାଜ୍ୟ ସରକାରଙ୍କ ଦ୍ୱାରା ରାଜ୍ୟର ୧୦୬ ଜଣ ଓଏଏସ୍ ଙ୍କ ବଦଳି ହୋଇଥିବା ବେଳେ ଏହି ପରିପ୍ରେକ୍ଷୀରେ ଓଡ଼ଗାଁ ବିଡିଓଙ୍କ ମଧ୍ଯ ବୁଗୁଡ଼ା ବ୍ଳକକୁ ବଦଳି ହୋଇଥିବା ସୂଚନା ମିଳିଛି।
ଓଡ଼ଗାଁରୁ ଦିଲ୍ଲୀପ୍ କୁମାର ବିଶୋଇ ଙ୍କ ରିପୋର୍ଟ,୧୨/୯/୨୦୨୩----୧୦,୩୫ Sakhigopal News,12/9/2023