Breaking News

ପ୍ରତାପ ଜେନାଙ୍କ ଇସ୍ତଫା ଦାବି ନେଇ ଛାତ୍ର କଂଗ୍ରେସ ର ବିକ୍ଷୋଭ



 ଭୁବନେଶ୍ୱର----ମାହାଙ୍ଗା ମର୍ଡର ଘଟଣାରେ ମନ୍ତ୍ରୀ ପ୍ରତାପ ଜେନା ଙ୍କ ସମ୍ପୃକ୍ତି ନେଇ ତାଙ୍କ ଇସ୍ତଫା ଦାବି କରିଛି  ପ୍ରଦେଶ ଛାତ୍ର କଂଗ୍ରେସ ।  ମନ୍ତ୍ରୀଙ୍କ ୟୁନିଟ ୬ ସ୍ଥିତ ସରକାରୀ ବାସଭବନକୁ ଆଜି ଘେରାଉ କରାଯିବାକୁ ଉଦ୍ୟମ କରିବା ବେଳେ ରାଜମହଲ ଛକ ଠାରେ ପୋଲିସ ସେମାନଙ୍କୁ ଅଟକାଇଥିଲେ। ଫଳରେ ଛାତ୍ର ନେତା ଓ ପୋଲିସ ଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା। ପୋଲିସ ଶତାଧିକ ଛାତ୍ର ନେତାଙ୍କୁ ଅଟକ ରଖିଥିବା ଜଣାପଡିଛି। ଭୁବନେଶ୍ୱର ରୁ ଧୀରେନ୍ଦ୍ର ସେନାପତି,୧୩/୨/୨୦୨୧----୩,୧୦

Blog Archive

Popular Posts