ବାଲି ଟ୍ରାକ୍ଟର ଜବତ; ଡ୍ରାଇଭର ଗିରଫ
ଡେଲାଙ୍ଗ ----- ଡେଲାଙ୍ଗ ଥାନାଏସଆଇ ଲାଇକା ମହାରଣା ବିଶେଷ ସୁତ୍ରରୁ ଖବର ପାଇ ମାଙ୍ଗୁପଡା ଗ୍ରାମ ଠାରେ ଓଡି- ୦୨ ଏଏଫ- ୯୦୭୬ ଟ୍ରାକ୍ଟର ଓ ଡାଲା ନଂ ୯୦୭୭ ବେଆଇନ ବାଲି ନେଇକି ଯାଉଥିବା ଟ୍ରାକ୍ଟରକୁ ଜବତ କରିଛନ୍ତି । ଡ୍ରାଇଭର ସଠିକ କାଗଜପତ୍ର ଦେଖାଇ ପାରିନଥିଲା । ଗାଡି ଡ୍ରାଇଭର ଡେଲାଙ୍ଗ ଥାନା ଅନ୍ତର୍ଗତ ଜଗଦଳପୁର ଗ୍ରାମର ପୁଲକ ପାହାନ୍ତାସିଂହ(୨୫)ଙ୍କୁ ପୋଲିସ ଗିରଫ କରିଛି । ଏସଆଇ ଲାଇକା ମହାରଣାଙ୍କ ଅଭିଯୋଗ କ୍ରମେ ଡେଲାଙ୍ଗ ଥାନା କେସନଂ ୧୯୮/୨୦ରେ ଏକ କେସରୁଜ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଆଇଆଇସି ରଶ୍ମି ରଞ୍ଜନ ପଟ୍ଟନାୟକଙ୍କ ଠାରୁ ସୁଚନା ମିଳିଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି ୧୨/୧୧/୨୦------ ୧୦,୨୩