>>
  • ଏକ କୋଟି ରୁ ଅଧିକ ଟଙ୍କାର ରୂପା ଜବତ
  • >>
  • ଧନୁପାଲି ଶିଶୁ ବିଦ୍ୟାମନ୍ଦିର ପରିସରରେ ଗୁରୁ ପୂର୍ଣ୍ଣିମା ଦିବସ ପାଳିତ
  • >>
  • ସୁନୀତା ଛାଡିଲେ ବିଜେଡି, କଂଗ୍ରେସର ହାତ ଧରିଲେ , ଘରକୁ ଫେରିବା ପରେ କର୍ମୀମାନେ ଖୁସି
  • >>
  • ସତ୍ୟବାଦୀ ରେ ବ୍ୟାସ ପୂର୍ଣିମାରେ ଗୁରୁପୂଜନ
  • >>
  • ସତ୍ୟବାଦୀରେ ଜାତୀୟ ମତ୍ସ୍ୟ ଚାଷୀ ଦିବସ ପାଳିତ ସହିତ ପ୍ରଶିକ୍ଷଣ ଓ ସଚେତନତା ଶିବିର ଅନୁଷ୍ଠିତ
  • >>
  • ବୃକ୍ଷରୋପଣ ସଚେତନତା କାର୍ଯକ୍ରମ ଅନୁଷ୍ଠିତ
  • >>
  • ସାବିତ୍ରୀ ମହିଳା ମହାବିଦ୍ୟାଳୟ ରେ ନୂତନ ଛାତ୍ରୀ ଓ ଅଧ୍ୟାପିକାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା
  • >>
  • ଅବସର ପ୍ରାପ୍ତ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା ସମାରୋହ; ଗୁରୁ ହେଉଛନ୍ତି ଏକ ସତ୍ତା ଓ ଏକ ଅନୁଭବ
  • >>
  • ଛତିଶଗଡରେ ସ୍ମରଣିକା ଦାରୁ ଦେବତା ର ବିତରଣ ଉତ୍ସବ ଅନୁଷ୍ଠିତ
  • >>
  • ୨ୟ ଦିନରେ ଡ୍ରାଇଭରଙ୍କ ଷ୍ଟିୟରିଂଛାଡ଼ ଆନ୍ଦୋଳନ, ବରଗଡ଼ରେ ଡ୍ରାଇଭର ଙ୍କୁ ଉଠାଇନେଲା ପୋଲିସ
  • >>
  • ସାକ୍ଷୀଗୋପାଳ ରେ ଭାରତବନ୍ଦ ଡାକରା ସଫଳ: ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ
  • >>
  • କଣାସରେ କଲବଲ କରୁଛି ହଇଜା ; କମିବାର ନାଁ ଧରୁ ନାହିଁ
  • >>
  • କରମଳାରେ ବନ ମହୋତ୍ସବ ପାଳିତ
  • >>
  • ଦାରୁଦେବତା ପୁସ୍ତକ ଉନ୍ମୋଚିତ;ଜଗନ୍ନାଥ ସଂସ୍କୃତି ର ପ୍ରଚାର ପ୍ରସାରର ଆବଶ୍ୟକତା ରହିଛି -ଆଇଜି ହିମାଂଶୁ ଲାଲ କହିଲେ
  • >>
  • ସାଇ ଗୁରୁକୁଳ ଆବାସିକ ବିଦ୍ୟାଳୟ ଠାରେ ରୋଟି ମେସିନ୍ ସ୍ଥାପନ
  • ସମସ୍ତ ଗୁରୁତ୍ୱପୂର୍ଣ୍ଣ ବିଭାଗ ମାନଙ୍କରେ ଟ୍ୱଇଟର ଆକାଉଣ୍ଟ ଖୋଲିବା ପାଇଁ ଦାବି

     କଣାସ----  ପୁରୀ ଜିଲ୍ଲାରେ  ରାଜ୍ୟ ସରକାର ବିଭିନ୍ନ ବୈଷିକ ପରିବର୍ତନ କୁ ଗୁରୁତ୍ୱ ଦେଉଛନ୍ତି ।ଏହି ପରିପ୍ରେକ୍ଷୀରେ  ରାଜ୍ୟରେ ମୋ ସରକାର 5T ଏବଂ ବହୁତୁ ଗୁରୁତ୍ୱପୂର୍ଣ୍ଣ ବିଭାଗ ର ଟ୍ୱଇଟର ଏକାଉଣ୍ଟ ରହିଛି । ତେବେ ପୁରୀ ଜିଲ୍ଲାରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗ  ଖାସ କରି କଣାସ ଓ ସତ୍ୟବାଦୀ ବ୍ଲକ ଗୁଡିକ ରେ କୌଣସି ବିଭାଗରେ ଟ୍ୱଇଟର ଏକାଉଣ୍ଟ ଖୋଲାଯାଇନି । କିନ୍ତୁ ଖୋଲାଯିବାର ଆବଶ୍ୟକତା ରହିଛି ବୋଲି ସମାଜ ସେବି ସଂଜୀବି ବଳିଆରସିଂହ ଦାବି କରିଛନ୍ତି  ।ସମସ୍ତ ବିଭାଗରେ ଟ୍ୱଇଟର ଏକାଉଣ୍ଟ ଖୋଲାଗଲେ ଜନସାଧାରଣ ସହଜ ରେ ଏବଂ ବିନା ଖର୍ଚ୍ଚ ରେ ନିଜର ସମସ୍ୟା ଓ ଅଭିଯୋଗ ଜଣାଇପାରିବେ ବୋଲି ସମାଜ ସେବି ଶ୍ରୀ ବଳିଆରସିଂହ କହିଛନ୍ତି ।  କେରାନା ମହାମାରୀ ସମୟରେ ଜନସାଧାରଣ ପ୍ରତ୍ୟକ୍ଷ ଭାବେ ବ୍ଲକ କାର୍ଯ୍ୟାଳୟ ପହଞ୍ଚି ଅଭିଯୋଗ ପତ୍ର ଦେବାରେ ପଛଘୁଞ୍ଚା ଦେଉଛନ୍ତି କାଳେ ଏହାଦ୍ୱାରା କେରନା ସଂକ୍ରମିତ ହେବାର ବିପଦ ମଧ୍ୟ ରହିଛି । ଏହି ପରି ପକ୍ଷରେ ସମାଜ ସେବି ଶ୍ରୀ  ବଳିଆରସିଂହ ପୁରୀ ଜିଲ୍ଲାପାଳ ଓ ରାଜ୍ୟ ସରକାର ଙ୍କୁ ଚିଠି ଲେଖି ଟ୍ୱଇଟର ଏକାଉଣ୍ଟ ଖୋଲିବା ପାଇଁ ନିର୍ଦେଶ ଦେବାକୁ ଅନୁରୋଧ କରିଛନ୍ତି । କଣାସ ରୁ ସଂଜୀବି ବଳିଆରସିଂହ ,୨୫/୧୧/୨୦୨୦-_--- ୪,୨୦

    Blog Archive

    Popular Posts