୫ଲିଟର ଦେଶୀ ମଦ ଜବତ; ଜଣେ ଗିରଫ
ଡେଲାଙ୍ଗ ----- ଡେଲାଙ୍ଗ ଥାନା ଅର୍ନ୍ତଗତ ବାତଳ ଗ୍ରାମର ପ୍ରଦୀପ ବେହେରାଙ୍କ ଠାରୁ କୁମୁଡାଳ ଛକରେ ୫ଲିଟର ଦେଶୀ ମଦ ବିକ୍ରୟ ପାଇଁ ନେଉଥିବା ବେଳେ ଡେଲାଙ୍ଗ ପୋଲିସ ହାତରେ ଧରାପଡିଛନ୍ତି । ଡେଲାଙ୍ଗ ପୋଲିସ ୨୦୭/୨୦ରେ ଏକ କେସରୁଜ କରି ଚୋରା ଦେଶୀମଦ ବେପାରୀ ଶ୍ରୀ ବେହେରାଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି ୨୧/୧୧/୨୦-- ୮,୪୭