>>
  • ଏକ କୋଟି ରୁ ଅଧିକ ଟଙ୍କାର ରୂପା ଜବତ
  • >>
  • ଧନୁପାଲି ଶିଶୁ ବିଦ୍ୟାମନ୍ଦିର ପରିସରରେ ଗୁରୁ ପୂର୍ଣ୍ଣିମା ଦିବସ ପାଳିତ
  • >>
  • ସୁନୀତା ଛାଡିଲେ ବିଜେଡି, କଂଗ୍ରେସର ହାତ ଧରିଲେ , ଘରକୁ ଫେରିବା ପରେ କର୍ମୀମାନେ ଖୁସି
  • >>
  • ସତ୍ୟବାଦୀ ରେ ବ୍ୟାସ ପୂର୍ଣିମାରେ ଗୁରୁପୂଜନ
  • >>
  • ସତ୍ୟବାଦୀରେ ଜାତୀୟ ମତ୍ସ୍ୟ ଚାଷୀ ଦିବସ ପାଳିତ ସହିତ ପ୍ରଶିକ୍ଷଣ ଓ ସଚେତନତା ଶିବିର ଅନୁଷ୍ଠିତ
  • >>
  • ବୃକ୍ଷରୋପଣ ସଚେତନତା କାର୍ଯକ୍ରମ ଅନୁଷ୍ଠିତ
  • >>
  • ସାବିତ୍ରୀ ମହିଳା ମହାବିଦ୍ୟାଳୟ ରେ ନୂତନ ଛାତ୍ରୀ ଓ ଅଧ୍ୟାପିକାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା
  • >>
  • ଅବସର ପ୍ରାପ୍ତ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା ସମାରୋହ; ଗୁରୁ ହେଉଛନ୍ତି ଏକ ସତ୍ତା ଓ ଏକ ଅନୁଭବ
  • >>
  • ଛତିଶଗଡରେ ସ୍ମରଣିକା ଦାରୁ ଦେବତା ର ବିତରଣ ଉତ୍ସବ ଅନୁଷ୍ଠିତ
  • >>
  • ୨ୟ ଦିନରେ ଡ୍ରାଇଭରଙ୍କ ଷ୍ଟିୟରିଂଛାଡ଼ ଆନ୍ଦୋଳନ, ବରଗଡ଼ରେ ଡ୍ରାଇଭର ଙ୍କୁ ଉଠାଇନେଲା ପୋଲିସ
  • >>
  • ସାକ୍ଷୀଗୋପାଳ ରେ ଭାରତବନ୍ଦ ଡାକରା ସଫଳ: ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ
  • >>
  • କଣାସରେ କଲବଲ କରୁଛି ହଇଜା ; କମିବାର ନାଁ ଧରୁ ନାହିଁ
  • >>
  • କରମଳାରେ ବନ ମହୋତ୍ସବ ପାଳିତ
  • >>
  • ଦାରୁଦେବତା ପୁସ୍ତକ ଉନ୍ମୋଚିତ;ଜଗନ୍ନାଥ ସଂସ୍କୃତି ର ପ୍ରଚାର ପ୍ରସାରର ଆବଶ୍ୟକତା ରହିଛି -ଆଇଜି ହିମାଂଶୁ ଲାଲ କହିଲେ
  • >>
  • ସାଇ ଗୁରୁକୁଳ ଆବାସିକ ବିଦ୍ୟାଳୟ ଠାରେ ରୋଟି ମେସିନ୍ ସ୍ଥାପନ
  • ରାସ୍ତା ମରାମତି ଦାବିରେ ବିଜେପିର ବିକ୍ଷୋଭ


      ଭୁବନେଶ୍ୱର--- ବିଜୁ ପଟ୍ଟନାୟକ କଲେଜ ଛକଠାରୁ ମେଫେୟାର ଛକ ପଯ୍ଯନ୍ତ ରାସ୍ତା ଏକବର୍ଷରୁ ଅଧିକ ଦିନହେବ ଖରାପ ହୋଇ ପଡିଛି । ବିଭିନ୍ଯ ସମୟରେ ଛୋଟବଡ ର୍ଦୁଘଟଣା ମାନ ହେଉଛି । ଆଜି ପଯ୍ଯନ୍ତ ଆମ ରାଜ୍ୟ ସରକାର ରାସ୍ତା ମରାମତି କରୁ ନାହାନ୍ତି । ଏବଂ ଏଠାରେ ଡ୍ରେନେଜ ର କିଛି ସୁବିଧା ନ ଥିବା ହେତୁ ରାସ୍ଥା ରେ ସର୍ବଦା ପାଣି ଜମାହୋଇ ରହୁଛି । ଏହାକୁ ବିରୋଧ କରି ଭୁବନେଶ୍ୱର ଜିଲ୍ଲା ବିଜେପି ର ଶ୍ରୀକୃଷ୍ଣ ମଣ୍ଡଳ ତରଫରୁ ମଣ୍ଡଳ ସଭାପତି ଅଞ୍ଜନ ନାଥ ଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଥିରେ ଭୁବନେଶ୍ବର ଜିଲ୍ଲା ସଭାପତି ବାବୁ ସିଂ, ରାଜ୍ୟ ପ୍ରବକ୍ତା ଶ୍ରୀ ଦିଲ୍ଲୀପ ମହାନ୍ତି , ଭୁବନେଶ୍ବର ଜିଲ୍ଲା ସାଧାରଣ ସମ୍ପାଦକ ସୁସାନ୍ତ ସାବତ, ଚନ୍ଦ୍ରଶେଖର ମଣ୍ଡଳ ସଭାପତି ଦାମୋଦର ବେହେରା, ଯୁବ ମୁର୍ଚ୍ଛା ସମ୍ପାଦକ ପ୍ରସନ୍ନ ସାହୁ ଏବଂ ଶ୍ରୀକୃଷ୍ଣ ମଣ୍ଡଳ ର କାଯ୍ଯର୍କତ୍ତା ସ୍ବପ୍ନେନ୍ଦୁ ମାହାନ୍ତି,ସନ୍ଦୀପ ରଞ୍ଜନ ମଲ୍ଲିକ,ପ୍ରଶାନ୍ତ ହରିଚନ୍ଦନ, ଦାମୋଦର ବେହେରା,ଗଙ୍ଗାରାମ ସୋରେନ,ଗଦାଧର ପ୍ରଧାନ,ମେନକା ପରିଡା , ପ୍ରମଦ ଦୀପ୍ ,ଚୌଧୁରୀ ବିକାଶ ଦାସ,ଏବଂ ଭୁବନେଶ୍ୱର ଜିଲ୍ଲା ବିଜେପି ର ଶ୍ରୀକୃଷ୍ଣ ମଣ୍ଡଳ ସମସ୍ତ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ। ଧୀରେନ୍ଦ୍ର ସେନାପତି ୨୧/୧୧/୨୦, ୫---୦୫

    Blog Archive

    Popular Posts