ବାରହା ଦ୍ୱାରା ଚାଷୀଙ୍କ ଫସଲ ହାନି
ଗଞ୍ଜାମ---- ଗଞ୍ଜାମ ଜିଲ୍ଲାର ବଣବାଲ୍ଲୀ,ସିଦ୍ଧନଇ, ଯାହାଡା ଦିଗ, ନନ୍ଦିହିଁଗୋର, ପୁଟୁ, ସାହସପୁରୁ, କଣଭାଗ, ପଣିବନ୍ଧ, ଧରାକୋଟ, ପଳପୋଲି,
ଆଦି ଗ୍ରାମର ଲୋକ ମାନଙ୍କର ଏକର ଏକର ଜମିର ଧନ ଫସଲ ସହ ଅନ୍ୟ ଫସଲ ସାବୁ ବାରହା ମାନଙ୍କ ଦ୍ୱାରା ନଷ୍ଟ ହେଉଥିବା ଅଭିଯୋଗ ଆଣିଲେ ଗ୍ରାମ ବାସୀ। ହେଲେ ଏବେ କୃଷକ ମାନଙ୍କ ନିଦ ହଜାଇ ଦେଇ ଛି ବାରହା । ଲୋକଙ୍କ ଅଭିଯୋଗ ପ୍ରକାରେ ଏମାନେ କୃଷି କ୍ଷେତ୍ରରେ କରାଯାଉଥିବା ଧାନ,ଦେଶୀ ଆଳୁ ଓ ଅନନ୍ୟ ଫସଲ ନଷ୍ଟ କରୁଛନ୍ତି । ଏବଂ ଏହି ଫସଲ ନଷ୍ଟ ବିଷୟରେ ବନ ବିଭାଗକୁ ଜଣାଇଲେ ମଧ୍ୟ କୌଣସି ସହଯୋଗ ମିଳୁନାହିଁ ବୋଲି ଚାଷୀ ଓ ଲୋକେ ଅଭିଯୋଗ କରିଛନ୍ତି।ଏପଟେ ଏବେ ଗ୍ରାମର ଲୋକେ ପାଳି କରି କ୍ଷେତ ଜଗୁଥିବା ମଧ୍ୟ ନଜରକୁ ଆସିଛି। ଏଥି ପ୍ରତି ସରକାର ଦୃଷ୍ଟି ଗୋଚର ଦେଲେ କୃଷକ ମାନେ ଉପକୃତ ହୁଅନ୍ତେ ।
ରିପୋର୍ଟ -କାଳୁ ଚରଣ ମହାପାତ୍ର -