ବିଶ୍ୱ ଗ୍ରାମୀଣ ମହିଳା ନିର୍ଯ୍ୟାତନା ବିରୋଧ ଦିବସ ପାଳନ
ଶିକ୍ଷା ବାର୍ତ୍ତାର ହିସାବନୀରିକ୍ଷକ ପୁର୍ଣ୍ଣାନନ୍ଦ ତ୍ରିପାଠୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଆଶାକର୍ମୀ, ଅଙ୍ଗନୱାଡି କର୍ମୀ, ମହିଳା ସ୍ୱେଚ୍ଛାସେବୀ, ମହିଳା ଗୋଷ୍ଠୀ ମାନେ ଯୋଗଦେଇ ଆଲେଚନାରେ ଭାଗ ନେଇଥିଲେ । ପରେ ପରେ ମହିଳା ମାନଙ୍କୁ ଅନୁଷ୍ଠାନ ପକ୍ଷରୁ ମାନପତ୍ର ପ୍ରଦାନ କରାଯାଇଥିଲା । ଆଇନଜୀବୀ ଉପେନ୍ଦ୍ର ବିଶ୍ୱାଳ ଧନ୍ୟବାଦ ପ୍ରଦାନ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି , ୨୭/୧୧/୨୦୨୦---୯,୦୦