Breaking News

ଦୁର୍ଘଟଣା ଗସ୍ତ ମହିଳାଙ୍କ ଗୋଡ ବ୍ୟାଣ୍ଡେଜ କଲେ ଟ୍ରାଫିକ ମହିଳା କନେଷ୍ଟବଳ



ଭୁବନେଶ୍ୱର---- ଭୁବନେଶ୍ୱର ଜାଭିୟର ଛକରେ ଦେଖିବାକୁ ମିଳିଲା ଏକ ସୁନ୍ଦର ଦୃଶ୍ୟ । ଦୁର୍ଘଟଣା ଗ୍ରସ୍ତ ମହିଳାଙ୍କ ପାଦ ଧରି ବ୍ୟାଣ୍ଡେଜ କଲେ ଟ୍ରାଫିକ ମହିଳା କନେଷ୍ଟବଳ ପ୍ରିୟଙ୍କା ବରୱା । ମଣିଷ ପଣିଆ ଏବେ ବି ଅଛି ବୋଲି ପ୍ରିୟଙ୍କା ପ୍ରମାଣିତ କଲେ ବୋଲି ଲୋକମାନେ କହିଥିଲେ ।
ଧୀରେନ୍ଦ୍ର ସେନାପତି, ୧୯/୧୧/୨୦ ,୩,୨୦

Blog Archive

Popular Posts