Breaking News

ମଧ୍ୟମ ନିର୍ବାଚନମଣ୍ଡଳୀରେ କରୋନା ସଚେତନତା କାର୍ଯ୍ୟକ୍ରମ


ଭୁବନେଶ୍ୱର---- ଓଡ଼ିଶାର  ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ବିଜୁ ଜନତା ଦଳର ଭୁବନେଶ୍ବର ମଧ୍ୟ ବିଧାୟକ  ଅନନ୍ତ ନାରାୟଣ ଜେନା ଙ୍କ ନିର୍ଦ୍ଦେଶ କ୍ରମେ ଆଜି ୱାର୍ଡ ନମ୍ୱର୍ ୩୬ ଵିଧାୟକ କଲୋନୀ ବସ୍ତିରେ ବିଜୁ ଜନତା ଦଳର ଭୁବନେଶ୍ବର ସାଙ୍ଗଠନିକ ଜିଲ୍ଲା ସମ୍ପାଦକ  ବଦ୍ରି ନାରାୟଣ ମିଶ୍ରଙ୍କ ନେତୃତ୍ଵରେ ଏକ କରନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବସ୍ତିରେ ସାନିଟାଇଯି କରାଯିବା ସହ ବିଭିନ୍ନ ସ୍ଥାନରେ ବ୍ଲିଚିଁ ପାଉଡର ପକାଜିବା ସହ ମାସ୍କ ବଣ୍ଟନ ମଧ୍ୟ କରାଯାଇଥିଲା ।  ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ବିଜୁ ଜନତା ଦଳର ଭୁବନେଶ୍ବର ସାଙ୍ଗଠନିକ ଜିଲ୍ଲା ସମ୍ପାଦକ ମିଲନ କୁମାର ପାଇକରାୟ, ହିରନ୍ୟ କୁମାର୍ ବେହେରା, ନରି ମହାପାତ୍ର, ଶାଶ୍ବତ ଲେଙ୍କା, ବିଜୟ ସାହୁ, ଓ ମହିଳା ଓ ଯୁବକ ମାନେ ସାମିଲ୍ ଥିଲେ ।
 ଧୀରେନ୍ଦ୍ର ସେନାପତି

Blog Archive

Popular Posts