Breaking News

ପୂର୍ବ ଶ୍ରୁତାକୁ କେନ୍ଦ୍ର କରି ହତ୍ୟା କରିବା ପାଇଁ ଉଦ୍ଦ୍ୟମ ; ଥାନାରେ ଅଭିଯୋଗ

 ସାକ୍ଷୀଗୋପାଳ ------- ସତ୍ୟବାଦୀ ଥାନା ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମର ବିଜୟ କୁମାର ସାହୁ ପୁରୀରେ ନୀଳଚକ୍ର କଲୋନିରେ ରହୁଛନ୍ତି । ସେ ନିଜ ଗ୍ରାମ ନରେନ୍ଦ୍ରପୁରକୁ ଆସୁଥିବାସମୟରେ ତାଙ୍କର ପୂର୍ବ ଶ୍ରତୁ ନରେନ୍ଦ୍ରପୁର ଗ୍ରାମର ପ୍ରଶାନ୍ତ ବରଙ୍କ ସହିତ ଅନ୍ୟ ଦୁଇଜଣ ଯୁବକ ପୋତାପଡା ଛକ ଠାରେ ଶ୍ରୀ ସାହୁଙ୍କୁ ଅଟାକାଇଥିଲେ । ଏବଂ ତାଙ୍କୁ ଜୀବନରେ ମାରି ଦେବା ପାଇଁ ମୁଣ୍ଡରେ ବନ୍ଧୁକ ଲଗାଇ ମାଡ ମାରିଥିଲେ । ଏ ସମ୍ପର୍କରେ ସତ୍ୟବାଦୀ ଥାନାରେ ଶ୍ରୀ ସାହୁ ଅଭିଯୋଗ କରିବା ପରେ ୩୦୫/୨୦ରେ ଏକ କେସରୁଜ ହୋଇଛି । ଅଭିଯୁକ୍ତ ମାନେ ଫେରାର ରହିଛନ୍ତି । ମୁଖ୍ୟ ଅଭିଯୁକ୍ତ ଶ୍ରୀ ବରଙ୍କ ନାମରେ ସଦର ଥାନାରେ ଏକ କେସଥିବା ସତ୍ୟବାଦୀ ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ରଙ୍କ ଠାରୁ ସୁଚନା ମିଳିଛି । 

ସାକ୍ଷୀଗୋପାଳରୁ  ଧୀରେନ୍ଦ୍ର ସେନାପତି

Blog Archive

Popular Posts