ସାକ୍ଷୀଗୋପାଳ ସ୍ୱାସ୍ଥ୍ୟ କେନ୍ଦ୍ରରେ କରୋନା ପଜେଟିଭି
ସାକ୍ଷୀଗୋପାଳ ----- ସାକ୍ଷୀଗୋପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ୱାର୍ଡ ନିକଟ ଡାକ୍ତର ମାନଙ୍କର ରେଷ୍ଟ ରୁମ ନିକଟରେ ଜଣେ କରୋନା ପଜିଟିଭି ଆସି ବସିଥିଲେ ବୋଲି ଅସମର୍ଥ ସୁତ୍ରରୁ ଜଣାପଡିଛି । ଏହା ଜଣାପଡିବା ପରେ ଉକ୍ତ ଅଞ୍ଚଳକୁ ସିଲ କରାଯାଇଛି । ବିଶୋଧନ କରାଯିବା ପରେ ଲୋକମାନଙ୍କୁ ଉକ୍ତ ଅଞ୍ଚଳକୁ ଛଡାଯିବ ବୋଲି ବିଶେଷ ସୁତ୍ରରୁ ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି