Breaking News

ଡେଲାଙ୍ଗ କୋଠବାଡ ଗ୍ରାମ ପଞ୍ଚାୟତରେ ୭୪ ତମ ସ୍ୱାଧୀନତା ଦିବସ ପାଳିତ


 ଡେଲାଙ୍ଗ-- କୋଭିଡ-୧୯ ଆଇନକୁ ମାନି ସମାଜିକ ଦୂରତା ରକ୍ଷା କରିବା ସହ ମୁହଁରେ ମାସ୍କ ଲଗାଇ ବିନା ଛାତ୍ର ଛାତ୍ରୀରେ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ପଞ୍ଚାୟତର ସରପଞ୍ଚ ରମାମଣି ରାଉତରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ । ସମ୍ମାନୀତ ଅତିଥି ଭାବେ ପୂର୍ବତନ ବ୍ଳକ ଉପାଧ୍ୟକ୍ଷ ଅଜୟ ରାଉତରାୟ ଓ ମୁନିନ୍ଦା ଗ୍ରାମ ପଞ୍ଚାୟତର ସମିତିସଭ୍ୟ ଦୁର୍ଗା ଚରଣ ରାଉତରାୟ ଯୋଗଦେଇ ରାଜ୍ୟରେ ଏ ସମୟରେ ସମସ୍ତେ ସମସ୍ତଙ୍କୁ ସହଯୋଗ କରିବା ପାଇଁ ମତ ପ୍ରକାଶ କରିବା ସହ ୭୪ତମ ସ୍ୱାଧୀନତା ପାଳନ କରିଥିଲେ । 

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts