Breaking News

ସତ୍ୟବାଦୀ ଥାନା ପରିଦର୍ଶନ କଲେ ଅତିରିକ୍ତ ଏସ.ପି

ସାକ୍ଷୀଗୋପାଳ ------- ସତ୍ୟବାଦି ଥାନା ପରିଦର୍ଶନ କରିବାସହ ଥାନାର କାର୍ଯ୍ୟକୁ ସମୀକ୍ଷା କରିଛନ୍ତି ଅତିରିକ୍ତ ଏସପି ଅରୁଣ କୁମାର ଜେନା । ଅତିରିକ୍ତ ଏସପି ଶ୍ରୀ ଜେନା ଥାନା ନିକଟରେ ପହଞ୍ଚିବା  ପରେ ତାଙ୍କୁ ପ୍ୟାରେଡ କରାଯାଇ ସ୍ୱାଗତ କରାଯାଇଥିଲା । ଏପରିକି ଥାନା ଓ ମନ୍ଦିର ‘ାଣ୍ଡି କର୍ମଚାରୀ ମାନେ ସମସ୍ତେ ଡ୍ରେସରେ ରହିଥିଲେ । ଥାନାର ମହିଳା ଡେସ୍କ, ଆମ ପୋଲିସ ସହିତ ବିଭିନ୍ନ କେସ ସମ୍ପର୍କରେ ତନକି କରିଥିଲେ । ଏପରିକି ଥାନାର କର୍ମଚାରୀ ମାନଙ୍କର କରୋନା ସମୟରେ ସୁବିଧା ଓ ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ । ଥାନା ପରିସର ସ‘ା ସୁତରା ଦେଖି ଖୁସି ବ୍ୟକ୍ତ କରିଥିଲେ । ସତ୍ୟବାଦୀ ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ରଙ୍କ କାର୍ଯ୍ୟକ୍ରମ ଦେଖି ଖୁସି ମତବ୍ୟକ୍ତ କରିଥିଲେ  । 
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର  ସେନାପତି 

Blog Archive

Popular Posts