Breaking News

ଉତ୍କଳ ସାମ୍ବାଦିକ ସଙ୍ଘ ଖୋର୍ଦ୍ଧା ଜିଲ୍ଲା ତରଫରୁ ୭୪ତମ ସ୍ବାଧୀନତା ଦିବସ ପାଳିତ


ଖୋର୍ଦ୍ଧା----ଉତ୍କଳ ସମ୍ବାଦିକ ସଙ୍ଘ ଖୋର୍ଦ୍ଧା ଜିଲ୍ଲା ଶାଖା ତରଫରୁ ୭୪ ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏଥିରେ ଖୋର୍ଦ୍ଧା  ଜିଲ୍ଲା ସଭାପତି ପ୍ରଭାତ କୁମାର ମିଶ୍ର  ଖୋର୍ଦ୍ଧାର ବରିଷ୍ଠ ସାମ୍ବାଦିକ ତପନ କୁମାର ନାୟକ  ସଂଘର ବରିଷ୍ଠ  ସାମ୍ବାଦିକ ଶୁଭ୍ର ରଞ୍ଜନ ଦାସ,ସମ୍ପାଦକ  ସତ୍ୟନାରାୟଣ ପାଇକରାୟ, କୋଷାଧକ୍ଷ ଶରତ ବାରିକ, ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ପ୍ରତାପ କୁମାର ଦାସ, ନାରାୟଣ ମହାନ୍ତି, ରାକେଶ ସାହୁ, ଶ୍ୟାମ ସୁନ୍ଦର ଜେନା  ପ୍ରମୁଖ ୧୦ ଜଣ ସଦସ୍ୟ ଉପସ୍ଥିତ  ଥିଲେ।  କରୋନା ଆଇନ କୁ ମାନି ସାମାଜିକ ଦୂରତା ରକ୍ଷା କରି ୭୪ ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି । ଖୋର୍ଦ୍ଧା ରୁ ପ୍ରଭାତ କୁମାର ମିଶ୍ର

Blog Archive

Popular Posts