ଖୋର୍ଦ୍ଧାରୋଡ଼ ବଳିଷ୍ଠ ମଣ୍ଡଳ ବାଣିଜ୍ୟ ପ୍ରବନ୍ଧକ ଭାବେ ଦାଇତ୍ୱ ଗ୍ରହଣ କଲେ ଅମିତେଶ ଆନନ୍ଦ
ଜଟଣୀ --ପୂର୍ବତଟ ରେଳପଥ ଖୋର୍ଦ୍ଧାରୋଡ଼ ମଣ୍ଡଳର ବଳିଷ୍ଠ ମଣ୍ଡଳ ବାଣିଜ୍ୟ ପ୍ରବନ୍ଧକ ଭାବେ ଶ୍ରୀ ଅମିତେଶ ଆନନ୍ଦ ଭାରତୀୟ ରେଳପଥ ଟ୍ରାଫିକ ଅଧିକାରୀ ୩୧ ଜୁଲାଇ ୨୦୨୦ ରୁ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଶ୍ରୀ ଆନନ୍ଦ ଭାରତୀୟ ରେଳପଥ ଟ୍ରାଫିକ ସେବା ୨୦୧୨ବ୍ୟାଚର ଅଟନ୍ତି । ସେ ୨୦୦୪ ରେ ନଭି ମୁମ୍ବାଇ ନ୍ୟୂଟିକାଲ ସାଇନ୍ସରେ ସ୍ନାତକ ଡିଗ୍ରୀ ପ୍ରାପ୍ତ କରିଛନ୍ତି । ଭାରତୀୟ ରେଳପଥ ସେବାରେ ଯୋଗ ଦେବା ପୂର୍ବରୁ ସେ ମରଚ୍ୟାଣ୍ଟ ନେଭି ମୁମ୍ବାଇରେ ଚାରି ବର୍ଷ କାର୍ଯ୍ୟ କରିଛନ୍ତି ।
ଜଟଣୀରୁ -ରଙ୍ଗନାଥ ବେହେରା